#Breaking News

ଲଗାଣ ବର୍ଷା ରେ ଘର ବେହେରା ଗାଂ ରେ ଘର ଭୁଶୁ ଡ଼ିଲା


ଫୁଲବାଣୀ (ସୁନୀଲ ପଟନାୟକ )
ଲଗାଣ ବର୍ଷା ରେ କନ୍ଧମାଳ ଜିଲାରେ ବ୍ୟାପକ କ୍ଷତି ଘଟିଛି l ଲଗାଣ ବର୍ଷା ରେ କାହାର ଜମି ବୁଡି ଫସଲ ନଷ୍ଟ ହୋଇଛି ତ,କାହାର ଘର ଭିତରେ ପାଣି ତ ଆଉ କାହାର ଘର ଭୁସୁଳି ମାଟିରେ ମିଶାଇଦେଇଛି
ଲୋକେ ବାସହରା ହୋଇପଡିଛନ୍ତି l
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବେହେରାଗାଁ ପଂଚାୟତ ର ବିଲାବl ଡା ଗ୍ରାମ ରେ ଘର ଭୁଷୁଳି ଯିବା ଫଳରେ ଜଳନ୍ଧର ପ୍ରଧାନ ଙ୍କ ପରିବାର ବେସାହାରା ହୋଇପଡିଛନ୍ତି l ବର୍ଷlରେ ମୁଣ୍ଡ ଗୁଞ୍ଜିବା ପାଈଁ ଘର ନାହିଁ ଜଳନ୍ଧର ଙ୍କର l ଅlସବାବ ପତ୍ର ସବୁ ନଷ୍ଟ ହୋଇଯାଇଛି l କୌଣସି ସରକାରୀ ସହାୟତା ମିଳିନି ଏଯାଏଁl ଜଳନ୍ଧର ଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ ଉପ କୃତ ହୁଅନ୍ତେ ବୋଲି ଗ୍ରାମବାସି ଦାବୀ କରିଛନ୍ତି l କେବଳ ଜଳନ୍ଧର ଏକାନୂହନ୍ତି ଏହି ବ୍ଲକ ର ଅନ୍ୟ କ୍ଷତି ଗ୍ରସ୍ତ ଙ୍କୁ ଚିହ୍ନଟ କରି ପ୍ରଶାସନ ପକ୍ଷରୁ କ୍ଷତି ପୂରଣ ଯୋଗାଇଦେବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *