ରାଇକିଆ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ, ଫୁଲବାଣୀ ପକ୍ଷରୁ ରାଇକିଆ ସ୍ଥିତ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ସଙ୍ଘ ର ସାଧାରଣପରିଷଦ ବୈଠକଅନୁଷ୍ଠିତ ହୋଇଥିଲା l ଏହି ବୈଠକ କୁ ସଭାପତି ଡ଼ଃ ଅରୂପ କୁମାର ଜେନା ଉଦଘାଟନ କରିଥିଲେ lସଙ୍ଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ କୁମାର ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରୀ ସଭାପତି ସୁନୀଲ ପଟନାୟକ, ଅନ୍ୟତମ ବରିଷ୍ଠ ସାମ୍ବାଦିକ […]

ପୁଣି ଏସ ଡି ସି ଅଧ୍ୟକ୍ଷହେଲେ ରୋଦନ, , ନଳିନୀ ଉପାଧ୍ୟକ୍ଷl

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ପୁଣି ଅଧ୍ୟକ୍ଷ ହେଲେ ରୋଦନ ମଲିକ,, ପାଖାପାଖି ଚାରିବର୍ଷ ହେଲା ଏହିପଦବୀ ଖାଲି ପଡିଥିଲା l ଏହି ପଦବୀ ରେ ଦଳ କାହାକୁ ଅବସ୍ଥାପିତ କରିବ ସେ ନେଇ ଉତ୍କଣ୍ଠା ଲାଗି ରହିଥିଲା l ଏହି ପଦବୀ ପାଇଁ ପୂର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ର ଦୌଡରେ ଥିଲେ l ତେବେ ରୋଦନ ମାଲିକଙ୍କ ଉପରେ ଦଳ ପୁଣି ଭରସା କରିଛି l ଏହାକୁ […]

ଫୁଲବାଣୀନିକଟ ଦାତପାଜୁଗ୍ରାମ ରୁ ସାତ ଫୁଟ ର ଅଜଗର ସାପ ଉଦ୍ଧାର

ଫୁଲବାଣୀ(ସୁନୀଲ ପଟନାୟକ )ବୁଧବାର ସନ୍ଧ୍ୟାରେ ପୁଣି ସହର ଠାରୁ ଦୂର ଦାତପାଜୁ ଠାରେ ଥିବା ମହାବୀର ୱାଟର ସର୍ଭିସିଂ ସେଣ୍ଟର ରେ ଏକ ୭ ଫୁଟର ଅଜଗର ସାପ ପଶିଯାଇଥିବା ନେଇ ନାରାୟଣ ସାହୁନାମକ ଜଣକ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ସୂଚନା ଦେଇଥିଲେ। ଖବର ପାଇବା କ୍ଷଣି ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର,ଆଲୋକ କୁମାର ବିଶୋଇ ଏବଂ ଏସ କେ ଅବଦୁଲ ସାକୀର ତୁରନ୍ତ ଉକ୍ତ […]

ହର ଗୋବିନ୍ଦକୁ ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନାଶ୍ର lନିକେତା ପଂଚାୟତ ର ସଂlଗlକେତା ଗ୍ରାମ ର ହରଗୋବିନ୍ଦପ୍ରଧାନ ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାରଲୋକେl ହର ଗୋବିନ୍ଦ ଙ୍କୁ ହତ୍ୟାକରୀ କୁଆଡେ କିଛି ଲୋକ ମିଶି ଗଛରେ ଟାଙ୍ଗି ଦେଇଥିବା ମୃତ ହର ଗୋବିନ୍ଦ ର ପିତା ଲଣ୍ଡା ପ୍ରଧାନ ଅଭିଯୋଗ କରିଛନ୍ତି l ପୋଲିସ ଘଟଣା ର ସଠିକ ତଦନ୍ତ କରୁନଥିବା ଅଭିଯୋଗ କରି ଗୁରୁବାରପରିବାର ସମେତ ଗ୍ରାମବାସି ଫୁଲବାଣୀ ଆସି […]

ବାଇକ କୁ ପଛରୁ ପିଟିଲା ବୋଲେରୋ ପିକଅପ, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଫୁଲବାଣୀ (ଉଳାପ୍ର )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତାର ସାସି ପଦର ଗାଁ ନିକଟରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି I ମୃତ ଯୁବକ ଜଣକ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତ ମାସରୀପଡା ଗାଁ ର ଉଦୟ ମଲ୍ଲିକ (21)ବୋଲି ଜଣା ପଡ଼ିଥିବା ବେଳେ ଗୁରୁତର ଆହତ ହୋଇଥିବା ଯୁବକ ଜଣକ […]

ଟିମ ହ୍ୟୁମାନୀଟି ର ପ୍ରଶଂସନୀୟ କାର୍ଯ୍ୟ ଫୁଲବାଣୀ ଡାକପାଲା ଅଞ୍ଚଳରେ ସାତ ଫୁଟ ର ଅଜଗର ସାପ ଉଦ୍ଧାର

ଫୁଲବାଣୀ (ସୁନୀଲ ପଟନାୟକ )ଏଇ ଗତ କିଛିଦିନ ହେବ ଫୁଲବାଣୀ ସହର ତଥା ଆଖପାଖ ଅଞ୍ଚଳରେବିଭିନ୍ନ ପ୍ରଜାତି ର ସରୀସୃପ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ବିଗତ କିଛି ଦିନ ହେବ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ ଦ୍ବାରା ବହୁ ସଂଖ୍ୟା ରେ ଅଜଗର ସାପ ଉଦ୍ଧାର କରାଯାଇଛି। ଗତକାଲି ଏଫସିଆଇ ନିକଟ ରୁବୁଧବାର ଏକ ଅଜଗର ସାପ ଉଦ୍ଧାର କରାଯାଇଥିବା ବେଳେ ପୁଣି ଗୁରୁବାର ମଧ୍ୟ ଡାକପାଲା ଅଞ୍ଚଳର ବିଷ୍ଣୁ ଚରଣ ମଲ୍ଲିକ ଙ୍କ ଘର […]

ଟିମ ହ୍ୟୁମାନୀଟି ର ପ୍ରଶଂସନୀୟ କାର୍ଯ୍ୟ ଫୁଲବାଣୀ ଡାକପାଲା ଅଞ୍ଚଳରେ ସାତ ଫୁଟ ର ଅଜଗର ସାପ ଉଦ୍ଧାର

ଫୁଲବାଣ(ସୁନୀଲ ପଟନାୟକ )ଏଇ ଗତ କିଛିଦିନ ହେବ ଫୁଲବାଣୀ ସହର ତଥା ଆଖପାଖ ଅଞ୍ଚଳରେବିଭିନ୍ନ ପ୍ରଜାତି ର ସରୀସୃପ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ବିଗତ କିଛି ଦିନ ହେବ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ ଦ୍ବାରା ବହୁ ସଂଖ୍ୟା ରେ ଅଜଗର ସାପ ଉଦ୍ଧାର କରାଯାଇଛି। ଗତକାଲି ଏଫସିଆଇ ନିକଟ ରୁବୁଧବାର ଏକ ଅଜଗର ସାପ ଉଦ୍ଧାର କରାଯାଇଥିବା ବେଳେ ପୁଣି ଗୁରୁବାର ମଧ୍ୟ ଡାକପାଲା ଅଞ୍ଚଳର ବିଷ୍ଣୁ ଚରଣ ମଲ୍ଲିକ ଙ୍କ ଘର ନିକଟରେ […]

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସାନଉଲମା ଗ୍ରାମରେ ଜନ ସୁରକ୍ଷା ମଞ୍ଚ ସହଯୋଗରେ ସ୍ଵତନ୍ତ୍ର ପଲ୍ଲୀସଭା ପ୍ରସ୍ତୁତି ଅଭିଯାନ ଆୟୋଜିତ

_ ନବରଙ୍ଗପୁର/ ଡାବୁଗାଁ(ନି.ପ୍ର): ତା. ୨୯/୦୯/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଉଲମା ଗ୍ରାମରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ ଓ ଆର୍ଥିକ ସଚେତନତା ଉପରେ କାଯ୍ୟ କରୁଥିବା ଲୋକଙ୍କ ସଂଗଠନ “ଜନ ସୁରକ୍ଷା ମଞ୍ଚ ” ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ସହଯୋଗରେ “ଜଳ ଉତ୍ସର ବିକାଶ ଓ […]

ଡାବୁଗାଁ ବ୍ଲକ ବରଗୁଡ଼ା ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ଅଭିଯାନ ଅନୁଷ୍ଠିତ

ନବରଙ୍ଗପୁର/ ଡାବୁଗାଁ(ଜି.ପ୍ର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବରଗୁଡ଼ା ଗ୍ରାମରେ ଜନ ସଂଗଠନ ଜନ ସୁରକ୍ଷା ମଞ୍ଚ ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ପ୍ରୟାସରେ “ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି” ଏବଂ ସାମୁହିକ ସମସ୍ୟାର ଓ ସମାଧାନ ନିମନ୍ତେ ସ୍ବତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ଅଗ୍ରଣୀ ଚାଷୀ ଶ୍ରୀ ପରଶୁ ଜାନି […]

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା ଦିବସ

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ ନାଟକ -ଏକ ଜୀବନ୍ତ ପ୍ରତିଛବି ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା lବନାନୀ କଳାସଙ୍ଗମ ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେମୁଖ୍ୟ ଆଲୋଚକ ଭାବେ […]