#Breaking News

ଦୁତିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସରକାରୀ ଉଚ୍ଚ ବିଦ୍ୟାଳରେ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ପ୍ରଧାନ ଙ୍କ ନେତୃତ୍ୱରେ ଗୁରୁଦିବସ ପାଳିତ ହେଇଯାଇଛି । ଏହି ଦିବସ ରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁଦିବସ ପାଳନ ଓ ଗୁରୁଶିଷ୍ୟ ସମ୍ପର୍କ ବିଷୟ ରେ ବର୍ଣନା କରିଥିଲେ ଏବଂ ଏହି ଗୁରୁଦିବସ ରେ ଛାତ୍ର ଛାତ୍ରୀ ମାନେ ପିତା ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ବୟ ଜେଷ୍ଠ ଙ୍କ ଠାରୁ ଆଶୀର୍ବାଦ ଲାଭ କରିଥାନ୍ତି । ସେଇ ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସୁ ସଂମ୍ମାନ ର ସହିତ ଚନ୍ଦନ, ପୁଲପୁଷ୍ପ ଦୀପ ଆଦି ଅର୍ପଣ କରି ବା ସହ ପାଦ ପୂଜା କରି ଆଶୀର୍ବାଦ ନେଇଛନ୍ତି ।

Leave a comment

Your email address will not be published. Required fields are marked *