#Breaking News

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଡେପୁଟି ମେନେଜେର ପୁରସ୍କୃତ


ଫୁଲବାଣୀ (ସୁନୀଲ ପଟନାୟକ )
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନକନ୍ଧମାଳ ଜିଲ୍ଲା ଡ଼େପୁଟିମେନେଜେର ଆରସିଏଚ ଆଶିଷ କୁମାରମହାନ୍ତି, ଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ, ପରିଚାଳନା ନିର୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ
ଭବେନେଶ୍ୱର ସ୍ଥିତ ହିନ୍ଦୁସ୍ଥାନ ଇଣ୍ଟେର୍ନେସନାଲ ହୋଟେଲ ରେ ଆୟୋଜିତ ଉତ୍ସବ ରେ ସମ୍ବର୍ଦ୍ଧିତ କରିଛନ୍ତି l
ଆଶିଷ ଲଗାତାର ଭାବେ ଗତ୩ ବର୍ଷ ଧରି 2019-20/2020 -21/2021-22ପୁରସ୍କୃତ ହୋଇଆସୁଛନ୍ତି l
ଆଶିଷ ଟୀକାକରଣ ଓ ଡାକ୍ତରଖାନା ରେ ପ୍ରସବ କାର୍ଯ୍ୟକ୍ରମ କୁ ନିଷ୍ଠା, ଆନ୍ତରିକତା, ଉତ୍ସର୍ଗୀକୃତ ମନୋଭାବ ସହ ଦକ୍ଷତା ର ସହ କାର୍ଯ୍ୟ କରି ଶତ ପ୍ରତିଶତ ସଫଳତା ହାସଲ କରିଥିବା ଯୋଗୁଁ ଏହି ପୁରସ୍କୃତ କରାଯାଇଥିଲା l ଆଶିଷ ଙ୍କ ପୁରସ୍କlର ପାଇବା ଖବର ଶୁଣି ତାଙ୍କ ନିକଟ କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି l

Leave a comment

Your email address will not be published. Required fields are marked *