#Breaking News

ପଂଚାୟତ କୁ ମଦ ମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା


ଫୁଲବାଣୀ (ଉଲା ପ୍ର )
ନିଜ ଗାଁ ଓ ପଂଚାୟତ କୁ ମଦ ମୁକ୍ତ କରିବାଲାଗି ଅଣ୍ଟା ଭିଡ଼ିଲେ ମହିଳା ମହିଳlମାନେ ଏକଜୁଟ ହୋଇ ପଂଚାୟତ ର ୱାର୍ଡ କୁ ୱାର୍ଡ ବୁଲି ମଦ ବିକ୍ରୀ ଓ ସେବନ କୁ ମନା କରୁଛନ୍ତି l ଏଥିସହ ଗ୍ରାମର ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି l
ସରପଞ୍ଚ ନରୋତ୍ତମ ପ୍ରଧାନ, ରମେଶ ଦିଗଲ ଆରତୀ ପ୍ରଧାନ, କମଳିନୀ ପ୍ରଧାନ ସ୍ଵପ୍ଣନାୟକ ସମେତ ବହୁ ମହିଳା ମାନେ ମଦ ମୁକ୍ତି ଅଭିଯାନ ରେ ସାମିଲ ହୋଇଥିଲେ l
ଏହି କାର୍ଯ୍ୟରେ ପୋଲିସ ଓ ଅବକାରୀ ବିଭାଗ ସହଯୋଗକଲେ ଏହି ଅଭିଯାନ ଶିଘ୍ର ସଫଳ ହୁଅନ୍ତା ବୋଲି ଆନ୍ଦୋଳନ କାରୀ ମାନେ କହିଛନ୍ତିl

Leave a comment

Your email address will not be published. Required fields are marked *