#Breaking News

ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ବିଶ୍ୱକର୍ମା ପୂଜା ପାଳିତ


ଫୁଲବାଣୀ (ଉଲ୍ଲାପ୍ର )
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲାରେ ବିଶ୍ୱକର୍ମା ପୂଜା ମହାସମା ରୋହରେ ପାଳିତ ହୋଇଥିଲା l
ବିଶେଷ କରି ସହରରେ ପୂର୍ତ୍ତ ବିଭାଗ, ଜି ଇ ଡି, ପି ଏଚ ଇ ଡି, ଆଗରୋ ଇଣ୍ଡଷ୍ଟ୍ରିସ, ଠିକାଦାର ସଙ୍ଘ, ଇ ଏଚ ଟି, ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ବିଶ୍ୱକର୍ମା ପୂଜା ଜାକଜକମ ରେ ଅନୁଷ୍ଠିତ ହୋଇଥିଲା l
ପାଗ ଅନୁକୂଳ ଥିବାରୁ ଲୋକେ ସନ୍ଧ୍ୟାରେ ପୂଜା ଦେଖିବା ଲାଗି ଭିଡ଼ ଜମାଇଥିଲେ l
ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତାୟନ ହୋଇଥିଲା

Leave a comment

Your email address will not be published. Required fields are marked *