#Breaking News

ବିଭିନ୍ନ ଦାବୀ ପୂରଣ ନେଇ ରାଜ୍ୟ ସଭା ସାଂସଦ ଙ୍କୁ ଦାବୀ ପତ୍ର


ଫୁଲବାଣୀ (ସୁନୀଲ ପଟନାୟକ )
ବିଭିନ୍ନ ଦାବୀ ପୂରଣ ନେଇ ରବିବାର ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ଙ୍କୁ କଳିଙ୍ଗା ଠାରେ ବିଶପ ଡ଼ଃ. ଦିଲ୍ଲୀପ କୁମାର ବଳ ଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l
ମାଇନରୀଟି କମିଶନ ଓ ମାଇନରୀଟି
ଫାଇନାନସିଆଲ କର୍ପୋରେସନ ରୁ ସଂଖ୍ୟା ଲଘୁ ପିଲାମାନଙ୍କୁ ସ୍କଲାରସିପ ପ୍ରଦାନ କରିବା ଲାଗି କୁହାଯାଇଥିଲା lଏହା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ବେଶ ଉପକୃତ ହୋଇପାରନ୍ତେ ବୋଲି କୁହା ଯାଇଛି l

Leave a comment

Your email address will not be published. Required fields are marked *