ହାଟ ସ୍ଥାନ ଜବରଦଖଲ ଉଛେଦ ଆରମ୍ଭ

Udaya_Labanya | September 22, 2022 | 32 views |0 | Breaking News


ଫୁଲବାଣୀ,ଫୁଲବାଣୀ ସହର ର ଆଦିବାସୀ ଙ୍କ ପାଇଁ ଉଦିଷ୍ଟ ହାଟ ସ୍ଥାନ କୁ ଦୀର୍ଘ ବର୍ଷ ଧରି ବେ ଆଇନ ଭାବେ ମାଡିବସି ଅସ୍ଥାୟୀ ଦୋକାନ ଘର କରି ଥିବା କିଛି ବ୍ୟବସାୟୀ ଙ୍କ କେବିନ କୁ ପୌରପରିଷଦପକ୍ଷରୁ ଗୁରୁବାର ଉଛେଦ କରାଯାଇଛି l
ତେବେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବେଆଇନ ଦୋକାନ ଘର ଭଙ୍ଗାଯିବ ବୋଲି ଜଣାପଡିଛି l
ଆଦିବାସୀ ଙ୍କ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଜିନିଷ ପତ୍ର ବିକ୍ରିବଟା କରିବାପାଇଁ ସହର ରେପୌର ପ୍ରଶାସନ ପକ୍ଷରୁ ହାଟ ର ବ୍ୟବସ୍ଥା କରାଯାଇଥିଲା l
ତେବେ ଗତ କିଛି ବର୍ଷ ହେଲା ହାଟ ର ଅର୍ଧାଧିକ ସ୍ଥାନକୁ ଲୋକେ ମାଡିବସି କିଏ ପକ୍କା ଘର କରିଛିତଆଉ କିଏ ଦୋକାନ କରିମାଡ଼ିବସିଛନ୍ତି l ଫଳରେ ହାଟ ସ୍ଥାନ କମି ଯିବା ଦ୍ୱାରା ଆଦିବାସୀ ମନେ ଶେଷରେ ବାଧ୍ୟହୋଇ ରାସ୍ତା ଉପରେ ବସି ବିକ୍ରୀ କରୁଥିଲେ l
କୁଇ ସମାଜ ପକ୍ଷରୁ ହାଟ ସ୍ଥାନ ମପାଯାଇ ଜବରଦଖଲ କାରୀଙ୍କୁ ଉଛେଦ କରିବାକୁ ଦାବୀ କରି ଆସୁଥିଲେ l
ତେବେ ବିଳମ୍ବରେ ହେଲେ ବି ପୌର
ପ୍ରଶାସନ ର ବଳିଷ୍ଠ ପଦକ୍ଷେପ କୁ ସାଧାରଣରେ ପ୍ରଶଂସା କରାଯାଇଛି l
ତେବେ ଡ଼୍ରେନ ଉପରକୁ ଆସିବ୍ୟବସାୟ କରୁଥିବା ଜବରଦଖଲକାରୀ ଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବାମଧ୍ୟ ଜରୁରୀ ହୋଇପଡ଼ିଛି l
ପୋୖରାଧ୍ୟକ୍ଷା ଏଥିପ୍ରତି ଦୃଷ୍ଟିଦେବା ପାଇଁ ଦାବିହେଉଛି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories