#Breaking News

ଜମି ବିବାଦ, ଅନିର୍ଦିଷ୍ଟ କାଳ ଯାଏ ଦୋକାନ ବଜାର ବନ୍ଦ

ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ସ୍ଥିତ ଚାରିଛକ ଠାରେ ଥିବା ଠାକୁର ଜମିକୁ ନେଇଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ନେଇ ଗତକାଲିଠୁ ସମସ୍ତ ଦୋକାନ ବଜାର ବନ୍ଦ ନିଷ୍ପତି ନେଇଛି ଦାରିଙ୍ଗ ବାଡି ବଣିକ ସଙ୍ଘ l ଏଥିସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛି ବଣିକସଂଙ୍ଘ l
ସୂଚନାଯୋଗ୍ୟଯେ, ଏହି ଜମିରେ ଦୀର୍ଘବର୍ଷ ହେଲା ଦୁର୍ଗାପୂଜା କରାଯାଇଆସୁଛି l ଏବେ ସେହି ସ୍ଥାନ କୁ ଦୁର୍ଗାପୂଜା ଲାଗି ସଫା ପୂଜା କମିଟି ସଫାସୁତୁରା କରୁଥିବାବେଳେ କିଛି ଦୁର୍ବୁତ୍ତ ଆସି ତାରବାଡ ଲଗାଇଥିଲେ lସେଠାରେ ବିଶ୍ରାମଗାର କରିଯିବ ବୋଲି ପ୍ରଶାସନ ଚିହ୍ନଟ କରିଥିବା କହୁଛନ୍ତି ଫଳରେ ଉ ତ୍ତେଜନାମୂଳକ ପରିସ୍ଥିତି
ସୃଷ୍ଟି ହୋଇଥିଲା lଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା ଏ ହାକୁ ନେଇ ବଣିକ ସଙ୍ଘ ଥାନାରେ ଏତଲା ଦେଇଛି l
ଗୁରୁବାର ଉଭୟ ପକ୍ଷଙ୍କ ସହ ଆଲୋଚନା କରି ବିବାଦ ର ସମାଧାନ କରାଯିବ ବୋଲି ଜଣାପଡିଛିl ବୃହତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ମାମଲା ର ସମାଧାନ ଜରୁରୀ l

ଦୋକାନ ବଜାର ବନ୍ଦ
ଫୁଲବାଣୀ -22/09(ସୁନୀଲ ପଟନାୟକ )

Leave a comment

Your email address will not be published. Required fields are marked *