#Breaking News

ଅଟୋ ଓଲଟିଲା, ୩ ଗୁରୁତର

,
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମିଡ଼ିଆକିଆ ପଂଚାୟତ ଗଡ଼ମାହା ଘାଟିରେ ଭାର ସାମ୍ୟ ହରାଇ ଏକ ଯାତ୍ରୀ ବାହି ଅଟୋ ଓଲଟି ପଡିବା ଫଳରେ ଏଥିରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡିଛି l
ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି lଗୁରୁତର ୩ ଜଣଙ୍କୁ ଫୁଲବାଣୀ ସଦରମହକୁମା ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି lଅଟୋ ଟି ବାଲିଗୁଡା ରୁ ମେଡିଆକିଆ ଯାଉଥିଲାl ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି l

Leave a comment

Your email address will not be published. Required fields are marked *