#Breaking News #Uncategorized

ଦାରିଙ୍ଗବାଡି ରେ ଅବକାରୀବିଭାଗ ର ଚଢ଼ାଉ, ୨୮ କୁଇଣ୍ଟାଲ ମହୁଲ ଜବତ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ରେ ଅବକାରୀ ବିଭାଗ r ଚଢ଼ାଉ lଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀଣ କୁମାର ଙ୍କ ନିର୍ଦେଶ କ୍ରମେ ବିଭାଗ ର କର୍ମଚାରୀ ପୋଲିସ ସହାୟତା ରେ ଭ୍ରମରବାଡି ଗ୍ରାମରେ ଚଢ଼ାଉ କରି ଜଣକୁ ଗିରଫକରିବା ସହ ପ୍ରାୟ ୨୮ କୁଇଣ୍ଟାଲ ଚୋରା ମହୁଲ ଜବତ କରିଛି lଏନେଇ ଅବକାରି ବିଭାଗପକ୍ଷରୁ ୭୭ /୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି l
ଅବକାରୀ ଇନିସ୍ପେକ୍ଟର ଉମା ଚରଣ ବେହେରା, ପୋଲିସ ସବ ଇନିସ୍ପେକଟର ସାଇଲା ଓରାମ,ଓ ସାଗର ଭୋଇ ଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ l

Leave a comment

Your email address will not be published. Required fields are marked *