କନ୍ଧମାଳର ଦୁର୍ଗମ ତଥା ମାଓ ଅଞ୍ଚଳକୁ ସ୍ଥାୟୀ ପକ୍କା ରାସ୍ତା, ଗ୍ରାମବାସୀ ଖୁସ

ଫୁଲ ବାଣୀ(ସୁନୀଲପଟନାୟକ)ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନ ମନ୍ତ୍ରୀ ଗ୍ରାମସଡକ ଯୋଜନା ରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ଏ ସବୁରାସ୍ତାକାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଖଜୁରିପଡ଼ା ବ୍ଳକର ସୁଡ୍ରୁକୁମ୍ଫା ଜାତୀୟ ରାଜପଥରୁ ଜାଣମେଣିକୁ ପ୍ରାୟ ୬.୫ କିମି ରାସ୍ତା […]

ଖଜୁରୀପଡା ତହସିଲଦାର ଙ୍କ ବଦଳି

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଙ୍କୁ ବୌଦ୍ଧ ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି lତାଙ୍କ ସ୍ଥାନ ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଡ଼ିଓ ବିଜୟ ପ୍ରଧାନ ଦାଇତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି lତହସିଲଦାର ସ୍ୱପ୍ନିତା ୨ ବର୍ଷ ରୁ ଉର୍ଦ୍ଧ ଦାଇତ୍ୱ ରେ ରହି ଅଂଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା, ଓ ଉନ୍ନୟନ ମୂଳକ କାର୍ଯ୍ୟ କରି ବେଶ ପ୍ରଶଂସନୀୟ […]

ରଙ୍ଗପାରୁ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ ମାମଲା କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚା ର ଅନଶନ ଧର୍ମଘଟ ଚତୁର୍ଥ ଦିନରେ

ଫୁଲବାଣୀକନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳ ରେ ଘଟିଥିବା ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ରେଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡିତା ଙ୍କ ପରିବାର ଙ୍କୁ କ୍ଷତି ପୂରଣ ଦାବୀ କରିଆଜି ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ଯୁବମୋର୍ଚାର ଧାରଣା ଚତୁର୍ଥ ଦିନରେ ପହଁଞ୍ଚିଛି l ଏହି ଘଟଣା ରେ ଜିଲ୍ଲା ପ୍ରଶାସନ ର ଓ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ଛାତ୍ରୀ ଓ ତାର ନବଜାତ […]

ଆଦିବାସୀ ଙ୍କ ପାଇଁ ଉଦିଷ୍ଟ ହାଟ ଜବରଦଖଲକାରୀ ଙ୍କ କବଜାରେ, ଉଛେଦ କର, ନଚେତ ଆନ୍ଦୋଳନ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ନିକଟବର୍ତୀ ପଂଚାୟତ ର ଆଦିବାସୀ ଚାଷୀ ମାନଙ୍କ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରୀ କରିବାପାଇଁ କାହିଁ କେଉଁ ଆବହମାନ କାଳରୁ ସହର ମଧ୍ୟ ଭାଗରେ ସାପ୍ତାହିକ ହାଟ ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ଦଶ ଏକର ଯାଗା ପ୍ରଦାନ କରାଯାଇଥିଲା ଆ ଦିବାସୀ ଚାଷୀ ବେଶ ଆରାମ ରେ ସେମାନଙ୍କ ଜିନିଷ ପତ୍ର ଆଦି ବିକ୍ରୀ କରୁଥିଲେ ହେଲେ ଧୀରେଧୀରେ ସହର ର କିଛି […]

ସର୍ଦାର ବଲଭ ଭାଇ ପଟେଲ ଜୟନ୍ତୀ ପାଳିତ

ଢେଙ୍କାନାଳ (ଉଲ୍ଲାପ୍ର )ନେହେରୁ ଯୁବକେନ୍ଦ୍ର ଢ଼େଙ୍କାନାଳ ଆନୁକୁଲ୍ୟରେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ଢ଼େଙ୍କାନାଳ ସର୍ଦ୍ଦାର ବଳବ ଭାଇ ପଟେଲ ଜୟନ୍ତୀ ରେ RUN FOR UNITY ପ୍ରୋଗ୍ରାମ ଢ଼େଙ୍କାନାଳ ସଦର ବ୍ଲକ ବାଲ୍ୟମ୍ଭା ଗ୍ରାମରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରାୟ 70 ରୁ 80 ଯୁବକ ସାମିଲ୍ ହୋଇ ଏକ ମାରାଥନ ଦୌଡ଼ 4 କିଲୋ ମିଟର କରିଥିଲେ।ଏଥିରେ ସାମାଜିକ ସାଂସ୍କୃତିକ ବିକାଶ କେନ୍ଦ୍ରର ପ୍ରେସିଡେଣ୍ଟ ସୋମ୍ୟଶ୍ରୀ ମିଶ୍ର ଓ ନେହେରୁ ଯୁବ କେନ୍ଦ୍ରର DYO ଶ୍ରୀ […]

କନ୍ଧମାଳ: ବିଜେପି ଯୁବ ମୋର୍ଚ୍ଚାର ଧାରଣା, ତୃତୀୟ ଦିନରେ ପହଞ୍ଚିଲା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ଛାତ୍ର ମୃତ୍ୟୁ ଓ ଫୁଲବାଣୀ ଅନ୍ୱେଷା ହଷ୍ଟେଲ ଛାତ୍ର ମୃତ୍ୟୁ ମାମଲାରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କୁ ଆଜିର ଧାରଣା ସ୍ଥଳରେ ଘୋର ନିନ୍ଦା କରି ବିଭିନ୍ନ ସ୍ଳୋଗାନ ସବୁ ଦିଆଯାଇଥିଲା । ଧାରଣା ପରେ ଅର୍ଥାତ୍ ସନ୍ଧ୍ୟା ୫.୩୦ […]

ନଭେମ୍ବର 24 ରୁ ଗଡଜାତ ମହୋତ୍ସବ

ଆଠଗଡ (ଉଲ୍ଲାପ୍ର )ଗଡଜାତ ପରିକ୍ରମା ଆୟୋଜନରେ ଗଡଜାତ ମହୋତ୍ସବ -2022 ପ୍ରସ୍ତୁତି ବୈଠକ ଆଠଗଡ ଉତ୍ତରାଚଣ୍ଡୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି,ସର୍ବସମତି କ୍ରମେ ନିଷ୍ପତି ନିଆଗଲା ନଭେମ୍ବର 24 ରୁ 28 ପର୍ଯ୍ୟନ୍ତ ମହୋତ୍ସବ ପଡିଆରେ ଅନୁଷ୍ଠିତ ହେବ ଗଡଜାତ ମହୋତ୍ସବ,ଏହି ମହୋତ୍ସବ ର ଉଦେଶ୍ୟ ହେଲା ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର ଅଞ୍ଚଳର ଲୋକକଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା କୁ ଲୋକଲୋଚନକୁ ଆଣି ମହୋତ୍ସବ ରେ ପ୍ରଦର୍ଶନ କରାଯିବ,ଏହା ବ୍ୟତୀତ ଚାରି ଗଡ଼ଜାତିଆ ଭାଇ ମାନେ […]

ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣ(ସୁନୀଲ ପଟନାୟକ )କଦ୍ଧମାଳ ଜିଲ୍ଲାସାମ୍ବାଦିକ ସଙ୍ଘ ପକ୍ଷରୁ ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ ୭୨ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ଆୟୋଜିତ ସଭାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡଃ ଅରୁପ ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ବତନ ସମାଜ ପ୍ରତିନିଧି ମହାଦେବ ସାହୁ ଯୋଗଦେଇଥିଲେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ନାଥ […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ, ତାପ ମାତ୍ରା ଫୁଲବାଣୀ ରେ ୧ ୩. ୫ ଡିଗ୍ରୀ ଓ ଦାରିଙ୍ଗବାଡି ରେ ୧୨ ଡିଗ୍ରୀ

ଫୁଲବାଣୀ(ସୁନୀଲ ପଟନାୟକ ) ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ରେ ଦେଖାଦେଇଛି ଶୀତ ଲହରୀ l ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ସକାଳୁ ସକାଳୁ ଫୁଲବାଣୀ ସହର ଘନ କୁହୁଡି ର ଆସ୍ତରଣ ଦେଖିବାକୁ ମିଳିଥିଲା । ଆଜି ଶନିବାର ଫୁଲବାଣୀରେ ତାପମାତ୍ରା ୧ ୩. […]

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଜୋରିମାନା

ଫୁଲବାଣୀ (ସୁନୀଲ ପଟନାୟକ) ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ୯ ବର୍ଷ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁଅଧିକ ଦୁଇ ବର୍ଷ କାରାଦଣ୍ଡ ନିର୍ଦେଶ ଦେଇ ଛନ୍ତି।ସୁଚନାଯୋଗ୍ୟ ଯେ, […]