#Breaking News

ଫୁଲବାଣୀ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ


ଫୁଲବାଣୀ (ସୁନୀଲ ପଟନାୟକ )

ଜିଲାପ୍ରଶାସନ ଓ ସ୍ଥାନୀୟ ଏମକେ ଏସପି ର ମିଳିତସହଯୋଗ ରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଥିଲା l
ସକାଳେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟ ପ୍ରଶା ସନିକ ଅଧିକାରୀ, ମିଶି ଗାନ୍ଧୀ ଓ ଶାସ୍ତ୍ରୀ ଙ୍କପ୍ରତିମୁର୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ lସେଠାରେ ଆୟୋଜିତ ଉଛ ସ୍ବୀତ କାର୍ଯ୍ୟକ୍ରମ ରେ ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲ, ସାହିତ୍ୟିକ ଅନନ୍ତ ଚରଣ ମିଶ୍ର, ପ୍ରମୁଖ ଙ୍କ ସମେତ ବହୁ ବୁଦ୍ଧିଜୀବୀ, ସ୍କୁଲ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l
ଏହିଅବସର ରେ ଏମ କେ ଏସପି ଠାରେ ସଂଗଠନ ର ସଭାପତି ବିଜୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ , ଆଇନଜୀବୀ ବିଜୟ କୃଷ୍ଣ ପଟନାୟକ, ବିଧାୟକ ଅଙ୍ଗଦ କହଁର, ପ୍ରମୁଖ ଯୋଗ ଦେଇ ଥିଲେ ଦେଇ ଗାନ୍ଧିଜୀ ଥିଲେ ସତ୍ୟ ଓ ଅହିଂସା ରପୂଜାରୀ, ସମଗ୍ର ବିଶ୍ୱ ପାଇଁ ପଥ ପ୍ରଦର୍ଶକ, l ତାଙ୍କର ମାର୍ଗ ଅନୁ ଶରଣ କରିବାଲାଗି କହିଥିଲେ l

Leave a comment

Your email address will not be published. Required fields are marked *