#Breaking News

ପୋଲିସ ରିଜର୍ଭ ପଡିଆରେ ସାମ୍ବାଦିକ ବିକାଶ ଙ୍କୁ ଶ୍ରଦ୍ଧାଞ୍ଜଳି


ଫୁଲବାଣୀ (ସୁନୀଲ ପଟନାୟକ )
ଗୁରୁବାର ଫୁଲବାଣୀ ସ୍ଥିତ ପୋଲିସ ରିଜର୍ଭ ପଡିଆରେ ରାସ୍ତା ଦୁର୍ଘ ଟଣା ରେ ପ୍ରାଣ ହରାଇଥିବା ସାମ୍ବାଦିକ ବିକାଶ ମିଶ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ରିଜର୍ଭ ପଡିଆ ଠାରେ ପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ସହିଦ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ରସମସ୍ତ ଖେଳାଳି, ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଉପସଭାପତି ସୁନୀଲ ବିଶ୍ୱାଳ, ପ୍ରେସ ଟିମ କ୍ୟାପଟେନ ରଞ୍ଜନ ଦାଶ, ସିବନାୟକ, ସୁଧୀର ମହାରଣା, ଶିବରାମ ନାୟକ ଓ ଅନ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣକରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ l ଏହାପରେ ବାଲିଗୁଡା ଓପୋଲିସ ମଧ୍ୟରେ ଖେଳ ଅରମ୍ଭହୋଇଥିଲା l

Leave a comment

Your email address will not be published. Required fields are marked *