#Breaking News

ଜଷ୍ଟ ଫର ୟୁ ତରଫରୁ ଶିଶୁ ଦିବସ ପାଳିତ

ଆଠଗଡ଼ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବା ସଂଘ ତରଫରୁ ଶିଶୁ ଦିବସ ଉପଲକ୍ଷେ ଶିଶୁ ମହୋତ୍ସବ ପାଳିତ ହୋଈ ଯାଇଛି. ସଂଗଠନ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କ ନେତୃତ୍ୱ ରେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଯଥା ଗଣିତ ଦୌଡ଼, ମ୍ୟୁଜିକ ଚେୟାର, ନୁର୍ତ୍ୟ, ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜ ସେବି ଲଷ୍ମୀନାରାୟଣ ଭଞ୍ଜ,ପୁଲିନ ମିଶ୍ର,ସୁଶାନ୍ତ କୁମାର ଗୁରୁ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ରେ ପାଏଲ ବର୍ମା,ଜ୍ଞାନ ରଞ୍ଜନ ଲେଙ୍କା,ଅମ୍ଲାନ ପରିଡ଼ା. ବାଦଲ ପ୍ରଧାନ, ବିଚିତ୍ରା ନନ୍ଦ ସାହୁ, କାଁହୁ ସ୍ୱାଇଁ, ସ୍ମୃତିରଞ୍ଜନ ମହାନ୍ତି, ସୁମନ ବେଉରା

Leave a comment

Your email address will not be published. Required fields are marked *