#Breaking News

ଦେଶୀ ବନ୍ଧୁକ ସହ ଗଂଜେଇ ଜବତ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସକୌଣସି ସୂତ୍ରରୁ ଖବର ପାଇଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତୃତ୍ୱରେ ପୋଲିସ ଟିମ କାଶୀନ ପଦର ପଂଚାୟତ ର ଗୋପୀଙ୍ଗିଆ ଗ୍ରାମ ର ପ୍ରତାପ କହଁର ଘର ଉପରେ ଚଢ଼ାଉ କରି ଗୋଟିଏ ଦେଶୀ ବନ୍ଧୁକ ସହ ୩ କେଜି ୫ ସହ ଗ୍ରାମ ଗଂଜେଇ ଜବତ କରିଥିଲେ l ତେବେ ଅଭିଯୁକ୍ତ ପ୍ରତାପ ପୋଲିସ ଆଖିରେ ଧୂଳି ଦେଇ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲll
ଏନେଇ ଫିରିଙ୍ଗିଆ ପୋଲିସ ୧ ୮ ୫ /୨ ୨ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ ଖୋଜୁଥିବା ଥାନା ଅଧିକାରୀ ତପନ କୁମାର ନାହାକ କହିଛନ୍ତି l

Leave a comment

Your email address will not be published. Required fields are marked *