ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସମସ୍ତ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼.ବିଭୂତି ଭୂଷଣ […]

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଦୁର୍ନୀତି ବିରୋଧୀ ଯୁବ ମଞ୍ଚ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଏନ.ଏ.ସି ର ଛଅ ନମ୍ବର ୱାର୍ଡ ର ବଡ଼ସାହି ଅଙ୍ଗନବାଡି କେନ୍ଦ୍ରରେ ଯାହାକୁ ନେଇ ଗ୍ରାମବାସୀ ତଥା ଦୁର୍ନୀତି ବିରୋଧୀ ମଞ୍ଚ ତୀବ୍ର ବିରୋଧ କରିଛି l କାମ […]

ସିଆରପିଏଫ୍ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମଣଖୋଲ ପଞ୍ଚାୟତ ରେ ଥିବା D/୬୪ ସିଆରପିଏଫ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୁଲିସ ଦ୍ଵାରା ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ପଞ୍ଚାୟତର ୫ ଖଣ୍ଡ ଗ୍ରାମର ନିରୀହ ଗରିବ ଓ ଅସହାୟ ଙ୍କ ପାଇଁ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ରେ ୮୦ ଜଣ ପୁରୁଷ ଓ ମହିଳା ମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ […]

ଟାଇକୁଣ୍ଡ ଏକାଡେମି ରେ ପ୍ରଥମ ବେଲ୍ଟ ପଦନ୍ନୋତି

ଫୁଲବାଣୀ -31/01(ସୁନୀଲ ପଟନାୟକ )ଫୁଲବାଣୀ ସ୍ଥିତ ଟାଇକୁଣ୍ଡ ଏକାଡେମୀ ରୁ୧୫ ରୁ ଅଧିକ ଛାତ୍ରଛାତ୍ରୀ ବେଲ୍ଟ୍ ପରୀକ୍ଷା ଦେଇଥିଲେ |କଳାହାଣ୍ଡି ଜିଲ୍ଲାରୁ ସୁନୀଲ ପୂଜାରୀ, ଜାତୀୟ ସ୍ତରୀୟ ରେଫରୀ ସେକେଣ୍ଡ୍ ଡାନ୍ ସାଉଥ୍ କୋରିୟା ବ୍ଲାକ୍ ବେଲ୍ଟ୍ ପରୀକ୍ଷକ ଆସିଥିଲେ |ପରୀକ୍ଷକ ପାଇଁ ଆସିଥିବା ମାଷ୍ଟର ସୁନୀଲ ପୂଜାରୀଙ୍କ ଉପସ୍ଥିତି ରେ ସିଂ ଟାଇକୁଣ୍ଡ ଏକାଡେମି ର ଆଜି ପ୍ରଥମ ବେଲ୍ଟ୍ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଛି |ଏଥିରେ ସିଂ ଟାଇକୁଣ୍ଡ ଏକାଡେମି ର ସମ୍ପାଦକ ମାଷ୍ଟର୍ ଶାଲିନି […]

ସରିଛି ଶିକ୍ଷକତା ପେଶା, ସରିନି ଶିକ୍ଷାଦାନ ନିଶା ଅବସର ପରେବି ପାଠ ପଢାଉ ଛନ୍ତି ବଳରାମ ସାର

ଫୁଲବାଣୀ (ସୁନୀଲ ପଟନାୟକ )ଶିକ୍ଷକତା ଚାକିରୀ ରୁ ଅବସର ଗ୍ରହଣ କରିବା ପରେ ବି ପାଠ ପଢାଇବାର ଝୁଙ୍କ ଛାଡ଼ିନି ବଳରାମ ସାର ଙ୍କର l ସେ ଅବସର ପରେ ବି ବିଭିନ୍ନ ସ୍କୁଲ କୁ ନିୟମିତ ଯାଇ ପାଠ ପଢାଉ ଥିବା ଦେଖିବାକୁ ମିଳିଛି lଯାହାକି ଏକ ଉଦାହରଣ ସୃଷ୍ଟି କରିଛି lସେ ହେଉଛନ୍ତି ଜି. ଉଦୟଗିରି ଏନ ଏ ସି ଅଂଚଳରେ ରହୁଥିବା ଅବସର ପ୍ରାପ୍ତ ରାଷ୍ଟ୍ରପତିପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ l […]

ଟିଉସନ ସାର ଙ୍କ ମୃତ୍ୟୁ ରେ ଛାତ୍ରୀ ର ଆତ୍ମହତ୍ୟା

ଫୁଲବାଣୀ(ସୁନୀଲ ପଟନାୟକ )ନିଜ ଟିଉସନ ସାର ଙ୍କ ମୃତ୍ୟୁ ରେ ମର୍ମାହତ ହୋଇ ଜଣେ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଥିବା ଭଳି ଏକ ଦୁଖଦ ଖବର ସାମନା କୁଆସିଛି lଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି. ଉଦୟ ଗିରୀ ଅଂଚଳରେ lଖବରରୁ ପ୍ରକାଶଯେ, ଜି. ଉଦୟଗିରି ର ଏଗାର ନମ୍ବର ୱାର୍ଡ ରେ ରହୁଥିବା ଟ୍ୟୁସନ ସାର ବଦ୍ରି ପ୍ରସାଦ ସ୍ୱାଇଁ ମାନସିକ ଚାପରେ ରହି ବେକରେ ମା ଙ୍କ ଶାଢ଼ୀ ସିଲିଙ୍ଗ ଫ୍ୟାନ ରେ […]

ଫିରିଙ୍ଗିଆ ପୋଲିସ ର ଚଢ଼ାଉ କାର ଓ ସ୍କୁଟି ସହ ଗଂଜେଇ ଜବତ

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫିରିଙ୍ଗିଆ ପୋଲିସକୌଣସି ସୂତ୍ରରୁ ଖବର ପାଇ ବାଲକିଡାଡିଗ୍ରାମ ର ଅଭିଯୁକ୍ତ ତେବେ ଅଭିଯୁକ୍ତ ଶlସମଲ ଡିଗାଲ ର ଘର ଉପରେ ଅତର୍କିତ ଭାବେ ଚଢ଼ାଉ କରିମାରୁତି ସୁଇଫ୍ଟ କାର, ସ୍କୁଟି ସହ ଏକଚାଳିଶ କେଜି ଗଂଜେଇ ଜବତ କରିଛି lତେବେ ଅଭିଯୁକ୍ତ ସାସମାଲ ଓ ଡ୍ରାଇଭର ଘଟଣା ସ୍ଥଳରୁ ପୋଲିସ କୁ ଚକମା ଦେଖାଇ ଫେରାର ହୋଇଯାଇଥିବା ଥାନାଧିକାରୀ ତପନ କୁମାର ନାହକସୂଚନା ଦେଇଛନ୍ତି lଫିରିଙ୍ଗିଆ ପୋଲିସ ଏ ନେଇ ୨ […]

ସମସ୍ତ ଙ୍କ ପାଇଁ ଶିକ୍ଷା କିସ ଓ କିଟ ପକ୍ଷରୁ ମିନି ମାରାଥନ

ଫୁଲବାଣୀ (ସୁନୀଲ ପଟନାୟକ )କିସ ଓ କିଟ ଫାଉଂଡେସନ ର ରୋପ୍ୟ ଜୟନ୍ତୀ ଅବସରରେ ସମସ୍ତ ଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ରବିବାର ସଦର ମହକୁମା ଫୁଲବାଣୀ ଠାରେକିସ ପକ୍ଷରୁ ଏକ ମିନିମାରାଥାନ ର ଆୟୋଜନ କରାଯିବାସହ ସ୍ଥାନୀୟ କରୋନେସନ ପଡିଆ ଠାରେ ଏକ ସଭା ର ଆୟୋଜନ କରାଯାଇଥିଲା lବରିଷ୍ଠ ସାମ୍ବାଦିକ ତଥା ଜିଲାକ୍ରୀଡ଼ା ସଙ୍ଘ ସମ୍ପାଦକ ଶିବ ପ୍ରସାଦତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷାବିଭାଗ ଅଧିକାରୀ ପ୍ରମୋଦ କୁମାର […]

କେରେଡ଼ି ହାଇସ୍କୁଲ ର ବାର୍ଷିକଉତ୍ସବ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ସ୍ଥିତ ସରକା ରି ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକଉତ୍ସବ ବେଶ ଆଡମ୍ବର ସହକାରେ ପାଳିତ ହୋଇଛି lବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତାରା ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ବିନୀତା ଡିଗଲ, ସ୍କୁଲ ପରିଚାଳନା କମିଟୀସଭାପତି ସୂରଜ ଡିଗାଲ, ମୋ […]

କନ୍ଧମାଳ ମହୋତ୍ସବ ୨ 0୨ ୩ ଉଦଯାପିତ ନାଚ ଗୀତ ରେ ଝୁମିଲେ ଦର୍ଶକ

ଫୁଲବାଣୀ (କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ର ଷ୍ଟାଡିୟମ ପରିସରରେ୫ ଦିନ ବ୍ୟାପୀ ଚାଲିଥିବା କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରବିବାର ଉଦଯାପିତ ହୋଇଛି lପଲ୍ଲିଶ୍ରୀ ମେଳାରେ ବିଭିନ୍ନ ପ୍ରକାରଖେଳନା ସାମଗ୍ରି, ଘର କରଣା, ବନ୍ୟ ଜାତ ଦ୍ରଵ୍ୟ, ଆଚାର ପାମ୍ପଡ଼, ବଢ଼ି, ଓ କୃଷି ଯନ୍ତ୍ରପାତି ଆଦି ର ଷ୍ଟଲ ମାନ ଖୋଲିଥିଲା lସମସ୍ତ ଜିନିଷ ଶସ୍ତା ରେ ମିଳୁ ଥିବାରୁ ଲୋକଙ୍କ ପ୍ରବଳ ଭିଡ ଜମିଥିଲା କିଣିବାପାଇଁ lମେଳାରେ ଭଲ ବିକ୍ରୀ ବଟା […]