#Breaking News

ଉପନିର୍ବାଚନ ରେ ବିଜେଡି ପାର୍ଥିନି ବିଜୟୀ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଜି . ଉଦୟଗିରି ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ କାଉନ୍ସିଲର ପଦବୀ ପାଇଁ ଗୁରୁବାର ଉପନିର୍ବାଚନ ହୋଇଥିଲା ଏଥିରେ ଶାସକ ବିଜେଡ଼ି ଦଳ ପାର୍ଥିନି ସିଧେ ଶ୍ୱରୀ ନାୟକ ବିଜୟୀ ହୋଇଛନ୍ତି l
ସିଧେ ଶ୍ୱରୀ ମୋଟ ୬ ୫ ଟି ଭୋଟ ପାଇଥିବାବେଳେ ନିକଟ ତମ ପ୍ରତିଦ୍ୱନ୍ଦ୍ୱି ରାଖାଲ ନାୟକ ୫ ୩ ଖଣ୍ଡ ଭୋଟ ପାଇଛନ୍ତି lବିଜେପି ପାର୍ଥିନି ସୁଜାତା ନାୟକ ଙ୍କୁ ମାତ୍ର ଖଣ୍ଡିଏ ଭୋଟ ମିଳିଥିବାବେଳେ କଂଗ୍ରେସ ପାର୍ଥୀ କୁଞ୍ଜ ବିହାରୀ ନାୟକ ଚଉଦ ଟି ଭୋଟ ପାଇଥିବା ଜଣା ପଡ଼ିଛି l
ଏହି ୱାର୍ଡ ରେ ମୋଟ ୧ ୯ ୮ ଭୋଟର ଥିବା ବେଳେ ୧ ୩ ୩ ଜଣ ମତ ଦାନ ସାବ୍ୟସ୍ତ କରିଥିଲେ l ସୂଚନା ଯୋଗ୍ୟ ଯେ, ବରିଷ୍ଠ ବିଜେଡ଼ିନେତା ଲେକ ଚେରର ବୁଲିଆନ ନାୟକଙ୍କ ଅକାଳ ମୃତ୍ୟୁ ହେବା ଫଳରେ ଉପନିର୍ବାଚନ ହୋଇଥିଲା l
ଶୀଧେ ସ୍ୱରୀ ବିଜୟୀ ହେବାପରେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରିୟl ମିଶ୍ର, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି l

Leave a comment

Your email address will not be published. Required fields are marked *