#Breaking News

ଜଗଦିଶ ବେହେରାଙ୍କ ପରଲୋକ


ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର, ବହଳଦା, ଭାଲୁବସା, ବିଂଝୁଆ ଏବଂ ଇନ୍ଦଖୋଳି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି |ଜଗଦିଶ ବେହେରା ଭାଲୁବସା ଗ୍ରାମରେ ରାସନ ଦୋକାନ କରିଥିଲେ |ସେ ଅନେକ ଗରିବ ଲୋକ ମାନଙ୍କୁ ଡାକ୍ତର ଖାନାରେ ଆର୍ଥିକ ସାହାଯ୍ୟ ସହଯୋଗ କରୁଥିଲେ |ସେ ଅତ୍ୟନ୍ତ ଦୟାଳୁ ଲୋକ ଥିଲେ |ତାଙ୍କ ମର ଶରୀରକୁ ଶେଷ ଦର୍ଶନ ପାଇଁ ଉକ୍ତ ଗ୍ରାମ ମାନଙ୍କରୁ ଶତାଧିକ ଆସିଥିଲେ |

Share this

Leave a comment

Your email address will not be published. Required fields are marked *