ଜିଲ୍ଲାବିଜୁ ଜନତା ଦଳର ନୂତନ କର୍ମକର୍ତ୍ତା
ସରୋଜ କର୍ଣ୍ଣ ଲଗାତାର ଚତୁର୍ଥ ଥର ସଭାପତି

Udaya_Labanya | March 2, 2023 | 52 views |0 | Breaking News , District , Politics , State


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାର ବିଜୁ ଜନତା ଦଳର ନୂତନ କର୍ମ କର୍ତ୍ତା ମନୋନୀତ ହୋଇଛନ୍ତି। ବିଜେଡି ରାଜ୍ୟ ସଭାପତି ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଲଗାତର ଚତୁର୍ଥ ଥର ପାଇଁ ସଭାପତି ପଦ ରେ ବରୀଷ୍ଠ ବିଜେଡି ନେତା ସରୋଜ କର୍ଣ୍ଣ ଙ୍କୁ ମନୋନୀତ କରିଛନ୍ତି । ସରୋଜଙ୍କ କାର୍ଯ୍ୟଦକ୍ଷତା, ବଳିଷ୍ଠ ନେତୃତ୍ଵ, ଦଳ ପ୍ରତି ଆନୁଗତ୍ୟ,ନେତା, ଓକର୍ମୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି ଦଳକୁ ଆଗକୁ ବଢ଼ିବାରେ ତାଙ୍କର ଯୋଗଦାନକୁ ବିଚାରକୁ ନେଇ ଦଳ ସୁପ୍ରିମୋ ଏହି ନିଷ୍ପତ୍ତି ନେଇ ସରୋଜ ଙ୍କୁ ପୁନର୍ବାର ଏହି ଗୁରୁଦାୟୀତ୍ଵ ଦେଇଥିବା ଜଣା ପଡିଛି । ସଭାପତି ଭାବେ ମନୋନୀତ ହୋଇଥିବାରୁ ସରୋଜ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ସାଂସଦ ଡଃ ଅଚ୍ୟୁତ ସାମନ୍ତ, ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ପ୍ରଭାରୀ ବିଜୟ ନାଏକଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ।
ସେହିପରି ଉପସଭାପତି ଭାବେ କ୍ଲେଶ ପ୍ରଧାନ, ଲାଲନନ୍ଦ। ପ୍ରଧାନ, ଭୁଷଣ ପ୍ରଧାନ, କୃଷ୍ଣମୋହନ ପଣ୍ଡା, ହୃଷିକେଶ ପାଢି, ବୈନେତ୍ରୀ କହଁର, ଧର୍ମେନ୍ଦ୍ର ପ୍ରଧାନ, ପ୍ରମୁଖ ୭ଜଣ ମନୋନୀତ ହୋଇଛନ୍ତି। ସାଧାରଣ ସଂପାଦକ ଭାବେ ପ୍ରଦୀପ ମହାନ୍ତି.ସୁରେଶ ପ୍ରଧାନ ସୁଶାନ୍ତ କହଁର, ବିଷ୍ଣୁ ଚରଣ ଲେଙ୍କା, ଭାଗ୍ୟବାନ ବେହେରା , କମଳବେହେରା, ଲୋକନାଥ ପାଢି,ବିରୁପାକ୍ଷ ପଣ୍ଡା, ପ୍ରଭଞନ କହଁର,ଏମଡି ସହିଦ ଉଦ୍ଦିନ ଆର. ମୃତ୍ୟୁଞୟପାତ୍ର, ସୁରେଶ ପାଣିଗାହି, ଦେବେନ୍ଦ୍ର ନାୟକ, ସମୀର କୁମାର ପାଢୀ, ମନୋଜ ସାବତ,ଦିଲିପ କହଁର, ବାସୁଦେବ ପଣ୍ଡା, ମନୋନୀତ ହୋଇଛନ୍ତି।
ସଂପାଦକ ଭାବେ ବିଣାପାଣି ପ୍ରଧାନ, ବିଜୟ ପଣ୍ଡା, ରଂଜନ ମଲିକ, ସାନ୍ତନୁ ସାହୁ, ସୁଜାତା କହର, ସୌଦାମିନୀ କହଁର,ନିଳାମ୍ଵର କହଁର, ମହମଦ୍ଦନୁର, ସୁଜନ ନାୟକ, ଟିଶ୍ରି ନିବାସ ରାଓ ରଜନୀ ଦିଗଲ, ସୋରଜବଳିଆରସିଂ, ରାଜେନ୍ଦ୍ର କହଁର, ମଦନମୋହନ ପାଢି, ଲୋଚନ କହଁର, ଭଜବନ ପ୍ରଧାନ, କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରତାପ ମୁଖି ପ୍ରଦୀପ୍ତ ରଂଜନ ନାୟକ,ଙ୍କୁ ମନୋନୀତ କରାଯାଇଛି ।
ଯୁଗ୍ମ ସଂପାଦକ ଭାବେରଂଜନ କହଁର,ଦିଲିପ କହଁର,ସୁଧୀର ପ୍ରଧାନ, ଜ୍ୟେତି କୁମାର ସିଂ, ସହଦେବ ପାତ୍ର, ବସନ୍ତ ପାତ୍ର, ଚିଣ୍ଟୁ ନାୟକ, ନମିତା ବେହେରା , ଶ୍ୟାମସୁନ୍ଦର ବଡ଼ ସେ ଠ,ଚିନ୍ତାମଣି ଦାସ, ରାଜୁ ବାରିକ। ମନୋଜ ପ୍ରଧାନ, ଦିପକ ସାହୁ, ସଂପଦ ଦାସ, ଶଙ୍କର ମହାପାତ୍ର, ପ୍ରମୁଖ ମନୋନୀତ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ ସାହୁ, ସାଧାରଣ ସଂପାଦକ ଡିଜିଟାଲ ମିଡିଆ,ସଂପାଦକ ସାମୁଏଲ ନା ଏକଙ୍କୁ ମନୋନୀତ କରାଯାଇଛି ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories