#Breaking News #Politics

କନ୍ଧମାଳ ବିଜେଡି ବ୍ଳକ ସଭାପତି ମନୋନୀତ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବିଜେଡି ବ୍ଲକ ଓ ନଗରସଭାପତି ମନୋନୀତ କରାଯାଇଛି।
ଫୁଲବାଣୀ ବ୍ଲକ ସଭାପତି ଭାବେ ବାଳକୃଷ୍ଣ ସାହୁ, ମନୋନୀତ ହୋଇଥିବାବେଳେ ରାଇକିଆ ରାଜମୋହନ ଡିଗଲ, ଜିଉଦୟଗିରି ଲିଙ୍ଗରାଜ କହଁର, ଦାରିଙ୍ଗବାଡି ଜ୍ୟୋତିରାଜ ପ୍ରଧାନ, ଟିକାବାଲି ରୋଦନ ମଲିକ, ଫିରିଙ୍ଗିଆ ରାଜନୀ କାନ୍ତ ମଲିକ, ଖଜୁରୀପଡ଼ା ପଙ୍କଜମଲିକ, କୋଟଗଡ଼ ଷ୍ଟିଫେନ ପ୍ରଧାନ, ତୁମୁଡିବନ୍ଧ ପ୍ରମୋଦ ସାହୁ, ବାଲିଗୁଡ଼ାଟୁନା ଦାସ, କନୂଆଗାଭାଗ୍ୟବାନ ବେହେରାଙ୍କୁ ମନୋନୀତ କରାଯାଇଥିବାବେଳେ ଫୁଲବାଣୀ ମୁନିସିପାଲଟି ସଭାପତି ଭାବେ ବିମଳେନ୍ଦୁପାଢି, ବାଲିଗୁଡ଼ା ଏନଏସି ସଭାପତି ଅବନୀନା ଏକ ଜିଉଦୟଗିରି ଏନଏସି ସଭାପତି ରୁପେ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ମନୋନୀତ କରାଯାଇଛି।

Leave a comment

Your email address will not be published. Required fields are marked *