ବିଶ୍ୱନାଥ ଦାଶଙ୍କ ପ୍ରତି ଅବହେଳା

Udaya_Labanya | March 9, 2023 | 10 views |0 | District , Special Story , State , ରାଜ୍ୟ ଖବର

ଭାରତୀୟ ସ୍ଵାଧିନତା ଆନ୍ଦୋଳନରେ ବହୁତ ସ୍ଵାଧୀନତା ସଂଗ୍ରାମୀ ନିଜ ଜୀବନକୁ ଝାସ ଦେଇ ଭାରତୀୟ ମାନଙ୍କୁ ଇଂରେଜ କବଳରୁ ଭାରତକୁ ସ୍ବାଧୀନ ଦେଇଛନ୍ତି। ସ୍ଵର୍ଗତ ବିଶ୍ଵନାଥ ଦାଶ ସେମାନଙ୍କ ମଧ୍ୟରୁ ଅନ୍ୟତମ।ବ୍ରିଟିଶ୍ ଶାସନାଧିନ ଭାରତର ଓଡ଼ିଶା ପ୍ରୋଭିନ୍ସ ଲାଗି ବିଶ୍ୱନାଥ ଦାଶ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ । ସେ ୧୯୭୧ରୁ ୧୯୭୨ ମସିହା ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି ।ବିଶ୍ୱନାଥ ଦାଶ ୧୯୬୨ରୁ ୧୯୬୭ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ରାଜ୍ୟପାଳ ଭାବେ ଅଧିଷ୍ଠିତ ହୋଇଥିଲେ । ନୁଆ ଓଡ଼ିଶା ଗଠନରେ ତାଙ୍କର ଅବଦାନ ବହୁତ। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଗୋଟିଏ ବି ପ୍ରତିମା ନିର୍ମାଣ ହେଲା ନାହିଁ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ବିଶ୍ଵନାଥ ଦାଶଙ୍କ ପ୍ରତି ମୁର୍ତ୍ତି ଓଡ଼ିଶାରେ ପ୍ରତିଷ୍ଠା କରନ୍ତୁ ଏବଂ ସ୍ବର୍ଗତ ବିଶ୍ବନାଥ ଦାଶଙ୍କୁ ଉଚିତ ସମ୍ମାନ ପ୍ରଦାନ କରନ୍ତୁ।


Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories