#Breaking News #District

ଚେଞ୍ଜର ମେକର ଆୱାର୍ଡ ପ୍ରଦାନ

ରାଜସ୍ତାନ ର ବିକାନେର ଠାରେ ରାଷ୍ଟ୍ରହିତ ଫାଉଣ୍ଡେସନ ପକ୍ଷରୁ ଏକ ଗ୍ଲୋବାଲ ହ୍ୟୁମାନିଟୀ ଚେଞ୍ଜ ମେକର୍ ଆୱାର୍ଡ଼ ସେରୀମୋନୀ 2023 ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସମାସେବୀ “ଶ୍ରୀ କିଶୋର କୁମାର ମହାନ୍ତି ଙ୍କୁ ସେଭ୍ ଦି ହ୍ୟୁମନିଟୀ ଗ୍ଲୋବାଲ ଆୱାର୍ଡ଼ ସମ୍ମାନ ରେ ସମ୍ମାନିତ କରାଯାଇଅଛି। ଏହା ଓଡ଼ିଶା ଏବଂ ବାଲେଶବରବାସୀ ଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ ଅଟେ। ଶ୍ରୀ ମହାନ୍ତି ଙ୍କୁ କାର୍ଗିଲ ଯୋଧ୍ୟା ଦୀପ ଚାନ୍ଦ ସିଂ ସମ୍ମାନିତ କରିଥିଲେ।

Leave a comment

Your email address will not be published. Required fields are marked *