କୋଟଗଡ଼ ରେ ନିର୍ବାଚିତ ଲୋକ ପ୍ରତିନିଧି ଙ୍କୁ ଅଣଦେଖା ଅଭିଯୋଗ

Udaya_Labanya | March 16, 2023 | 23 views |0 | Breaking News , District , Politics


ଫୁଲବାଣୀ (ସୁନୀଲ ପଟନାୟକ )
ସମସ୍ତ ଲୋକପ୍ରତିନିଧି ମାନଙ୍କୁ ସରକାରୀ ବାବୁ ମାନେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କ ମତ କୁ ସମ୍ମାନ ଜଣାଇ କାର୍ଯ୍ୟ କରିବା ପାଇଁ ସରକାରୀ ନିର୍ଦେଶ ରହିଥିଲେ ବି ସରକାରୀ ବାବୁ, ସରପଞ୍ଚ ମାନେ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ବ୍ଲକ ଅନ୍ତର୍ଗତ ପନ୍ଦର ଟି ପଂଚାୟତ ର ନାଏବ ସରପଞ୍ଚ ଓ ୱାର୍ଡ ସଦସ୍ୟ ମାନେ l
କୌଣସି କାର୍ଯ୍ୟରେ ସେମାନଙ୍କୁ ପଚରା ଯାଉନି କି ଡକାଯାଉନି ମଧ୍ୟ l
ବିଡ଼ିଓ ଙ୍କୁ ଅଭିଯୋଗ କଲେ ବି ସେ ଶୁଣୁନଥିବା ଅଭିଯୋଗ କରିଛନ୍ତି l
ପଈଓ ମାନେ ସରପଞ୍ଚ ଙ୍କୁ ଧରି ମନ ଇଚ୍ଛା କାମ କରୁଛନ୍ତି l ଏଥିରୁ ନିବୃତ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି l
ତେବେ ଏ ନେଇ ବିଡ଼ିଓ ଙ୍କ ମାତାମତପାଇଁ ଫୋନ କରାଯା ଇଥିଲେ ହେଁ ସଂଭଵ ହୋଇନଥିଲା l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories