#Breaking News #District

ବ୍ୟାଙ୍କ ଅଫ ମହାରାଷ୍ଟ୍ର ର 38ତମ ଏଟିମ ଉଦ୍ଘାଟିତ


ଆଜି ଢେଙ୍କାନାଳ ସହର ସ୍ଥିତ ସ୍ଥାନୀୟ ମହାବୀର ବଜାର ଠାରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ର 38 ତମ ଏ ଟି ମ ଉଦ୍ଘାଟନ ହୋଇଯାଇଛି ଏହା ଓଡ଼ିଶା 38ତମ ହୋଇଥିବା ବେଳେ ଢେଙ୍କାନାଳ ରେ ପ୍ରଥମ ଥର ପାଇଁ ସ୍ଥାପନ କରାଯାଇଛି ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ ବ୍ୟାଙ୍କ ର ଜୋନରାଲ ମ୍ୟାନେଜର ବିନୟ କୁମାର ବ୍ରାଞ୍ଚ ମ୍ୟାନେଜର ବରାହମିହିର ରାଉତ ଡେପୁଟି ମ୍ୟାନେଜର ଲବ ଚନ୍ଦନ ବେହେରା ଓ ବ୍ରାଞ୍ଚ ର ଅନ୍ୟ କର୍ମଚାରି ମାନେ ଉପସ୍ଥିତ ଥିଲେ

Leave a comment

Your email address will not be published. Required fields are marked *