#Breaking News #Crime #District

କୋଟଗଡ଼ ଜଙ୍ଗଲ ରୁ ୧୧ ସନ୍ଦିଗ୍ଧ ଗିରଫ ବନ୍ଧୁକ, କଟୁରୀ ଜବତ

ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଜରିଘାଟ ଗ୍ରାମନିକଟ ଜଙ୍ଗଲ ରେ ସର୍ଚ୍ଚ ଅପେରସନ ବେଳେ ସିଆରପିଏଫ ଯବାନ ମାନେ ୧୧ ଜଣ ସନ୍ଦିଗ୍ଧ ଙ୍କୁ ଅଟକରଖି ପଚରା ଉଚୁରା କରୁଛି l ସେମାନଙ୍କ ନିକଟରୁ ଚାରିଟା ଦେଶୀ ବନ୍ଧୁକ, ତିନଟି ଟାଙ୍ଗିଆ, ଦୁଇଟି ମୋବାଇଲସହ କିଛିବିସ୍ଫୋରକ ସାମଗ୍ରି ମଧ୍ୟ ଜବତ କରିଛି l
ତେବେ ଏତେସଂଖ୍ୟାରେ ଲୋକମାନେ ଜଙ୍ଗଲ ରେ କଣ କରୁଥିଲେ l ବନ୍ୟ ଜନ୍ତୁ ଶିକାରକରିବା ଉଦେଶ୍ୟରେ ଜଙ୍ଗଲ ଯାଇଥିଲେ ନା ସେମାନଙ୍କ କିଛି ମାଓଲିଙ୍କ ରହିଛି l ଏ ନେଇ ବିଭିନ୍ନ ଦ୍ରୁଷ୍ଟି କୋଣ ରୁ ସି ଆର ପି ଏଫ ଅଧିକାରୀ ମାନେ ପଚରାଉଚରା କରୁଥିବା ଜଣାପଡିଛି l
ତଦନ୍ତପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସିଆରପିଏଫ ଅଧିକାରୀ ସୂଚନା ଦେଇଛନ୍ତି l

ଫୁଲବାଣୀ -19/03(ସୁନୀଲ ପଟନାୟକ )

Leave a comment

Your email address will not be published. Required fields are marked *