#Breaking News #District #State #ରାଜ୍ୟ ଖବର

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ ବିଶେଷ ଭାବେ ଆଲୋଚନା କରାଯାଇଥିଲା, ସବୁ ସ୍ଥାନରେ ଅମଲା ସଙ୍ଘ ଗଠନ ହୋଇଥିବା ବେଳେ ଆଠଗଡ ରେ ଏ ପର୍ଯ୍ୟନ୍ତ ସଙ୍ଘ ନଥିଲା, ପ୍ରଥମ କରି ଆଠଗଡ ବ୍ଲକ ରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗର ଅମଲା ମାନଙ୍କୁ ନେଇ ଏହି ସଙ୍ଘ ଗଠନ କରାଯାଇଛି, ଏଥିରେ ଉପ ସଭାପତି ଭାବେ ପ୍ରତାପ ଲେଙ୍କା, ଯୁଗ୍ମ ସମ୍ପାଦକ ଭାବେ ପ୍ରଦୀପ କୁମାର ସ୍ୱାଇଁ, କୋଷାଧକ୍ଷ ଭାବେ ଆଦିତ୍ୟ ପ୍ରଧାନ, ସହ ସମ୍ପାଦକ ଭାବେ ହୃଦୟ କୁମାର ପଣ୍ଡା, ସଂଗ୍ରାମ ସ୍ୱାଇଁ, କୋର୍ଡିନେଟର ଭାବେ କୁଳମଣି ପଣ୍ଡା, ସଞ୍ଜୟ କୁମାର ବେହେରା, କନେଭେନର ଭାବେ. ମନୋଜ ସେଠି, ମେଡ଼ିଆ କୋର୍ଡି ନେଟର ଭାବେ ଅରବିନ୍ଦ ରାଉତ, ମୁକେଶ କୁମାର ସାହୁ ଙ୍କ ସହିତ ଅମଲା ସଂଘର ମହିଳା ମାନଙ୍କୁ ପରାମର୍ଶ ଦାତା ଭାବେ ରଖାଯାଇଛି କମିତିରେ,

Share this

Leave a comment

Your email address will not be published. Required fields are marked *