#Breaking News #ରାଜ୍ୟ ଖବର

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ ଯୁବ ସମାଜସେବୀ ଦେବାଶିଷ ସାହାଣୀ

ଫୁଲବାଣୀ (ସୁନୀଲ ପଟନାୟକ )
ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ l
ଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି l
ଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ ଏବଂଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ମାନଙ୍କର ଜାତୀୟ ପ୍ରଶାସନିକ ସଚିବ ଅବିନାଶ ସାମନ୍ତରାୟ ଏହି ଦାଇତ୍ୱ ଦେଇଛନ୍ତି ଛନ୍ତି | କନ୍ଧମାଳ ଜିଲ୍ଲା ପାଇଁ ଦେବାଶିଷ ଗର୍ବ ଓ ଗୌରବ ଦେବାଶିଷ ତାଙ୍କର ନିଜସ୍ୱ ଏକ ସାଙ୍ଗ ଛାତ୍ର କଲ୍ୟାଣ ମୂଳଦୁଆ କନ୍ଧମାଳ ଜିଲ୍ଲା ରେ କାର୍ଯ୍ୟ କରୁଛି ଦେବାଶିଷ ସାହାଣୀ ଙ୍କୁ ବହୁ ମହଲରୁ ଶୁଭେଚ୍ଛା ଜଣାଉଛନ୍ତି |

Share this

Leave a comment

Your email address will not be published. Required fields are marked *