୫-ଟି ସଚିବ ଯୋରନ୍ଦା ବୁଲିଲେ, ସାଧୁଙ୍କ ସଙ୍ଗେ ବସି ତଳେ ଖାଇଲେ

ଢେଙ୍କାନାଳ ( ଉଲ୍ଲାପ୍ର ) ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର ଦେବେ ସମସ୍ତ ସହଯୋଗ କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ ଦେଇଛନ୍ତି ‘ମହିମା ସେତୁ’ – ଶ୍ରୀ ପାଣ୍ଡିଆନମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲ୍ଲାର […]

ବାଲ୍ୟାଆମ୍ବ ଗ୍ରାମରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ ( ଉଲ୍ଲାପ୍ର )ନେହେରୁ ଯୁବ କେନ୍ଦ୍ର ଢ଼େଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘର ମିଳିତ ଆନୁକୁଲ୍ୟ ରେ ଢ଼େଙ୍କାନାଳ ସଦର ବାଲ୍ୟମ୍ବା ଗ୍ରାମରେ Misson Lifestyle for Environment (Life) ଓ Catch The Rain Phase 3 ଅନୁଷ୍ଠିତ ହୋଇଛି।ଏଥିରେ ବଲ୍ୟମ୍ବା ଗ୍ରାମର ଯୁବକ ଗ୍ରାମ ସ୍କୁଲ୍ ଘର ସଫେଇ କରିଥିଲେ ଓ ଯୋଗ ମାଧ୍ୟମରେ ଲୋକଙ୍କ ପାଖକୁ ବାର୍ତ୍ତା ପଠେଇ ଥିଲେ।ବର୍ଷା ଜଳର ଦୁରୁପଯୋଗ ନ କରି କେମିତି ଏହା ସଠିକ୍ […]

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରୀପାଠୀ ଯୋଗଦେଇଥିଲେ। ଶିକ୍ଷକ ମାନେ ନିଷ୍ଠାର ସହ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦାନ […]

ଲାଞ୍ଚ ନେବା ଅଭିଯୋଗରେ ଖାଉଟି ଅଦାଲତ ଷ୍ଟେନୋଙ୍କୁ ୩ ବର୍ଷ ଜେଲ୍

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଜଣେ ବିଦ୍ୟୁତ ଉପଭୋକ୍ତାଙ୍କ ମାମଲା ସମାଧାନ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗର ବିଚାର କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବୌଦ୍ଧ ଖାଉଟି ଅଦାଲତର ତତ୍କାଳୀନ ଷ୍ଟେନୋଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଅଦାଲତ। ଜରିମାନା ଅନାଦେୟ ଆଉ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଖାଉଟି […]

ରାଜ୍ୟ କ୍ୟାବିନେଟ ଘୋଷଣା ଗୋଟିଏ ଧୁଁଆଁ ବାଣ, ନିର୍ବାଚନ ପାଇଁ ଘୋଷଣା -କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୁଇ ଦିନଆ କନ୍ଧମାଳ ଗ୍ରସ୍ତ ରେ ଆସି ସୋମବାର ରାତି ରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ପହଞ୍ଚିଛନ୍ତି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ। । ତାଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଏ ଆଇଟିଡିଏ ମଧୁସୂଦନ ବେହେରା ସମେତ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଲିଙ୍ଗରାଜ ଦବେହେରା, ବନ ମହାନ୍ତି, ଦେବେନ୍ଦ୍ର […]

ବାଲିଗୁଡ଼ାରେ ବାଘ ଆତଙ୍କ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ ଗୁଜବ ସୃଷ୍ଟି ହୋଇଥିଲା । ବାଲିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଡ଼ ଗାଁ କନ୍ୟାଶ୍ରମ ପଛ ପଟେ ଏକ ଅଜଣା ଜନ୍ତୁର ପାଦ ଚିହ୍ନ ଦେଖି ଅଞ୍ଚଳବାସୀଙ୍କ ମନରେ ଛନକା ପଶିଥିଲା । ଏହା କୌଣଶି ବାଘର ପାଦ ଚିହ୍ନ ହୋଇଥାଇପାରେ ବୋଲି ଚର୍ଚ୍ଚା ଯୋର୍ ଧରିଥିଲା । ଅଞ୍ଚଳବାସୀଙ୍କ ନିକଟରୁ ଖବରପାଇ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ […]

ଜଙ୍ଗଲ ବୃଦ୍ଧି ପାଇଁ ତୁମୁଡିବନ୍ଧ ରେଞ୍ଜ ଅଫିସର ଙ୍କ ଉଦ୍ୟମ

ଫୁଲବାଣୀ( ଉଲ୍ଲାପ୍ର )ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା, ଉପରେ ଗୁରୁତ୍ୱ ଦେଈ ସରକାର ଜଙ୍ଗଲ କ୍ଷୟ ରୋକିବା ସହ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି l ଆଉ ବନ ବିଭାଗ କର୍ମଚାରୀମାନେ ମଧ୍ୟ ନିଜ ଦାଇତ୍ୱ ଓ କର୍ତବ୍ୟପ୍ରତି ସଚେତନ ରହି ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିଥାନ୍ତି l.ବନ ବିଭାଗ ବିଭିନ୍ନ ସ୍ଥାନରେ ଲକ୍ଷଲକ୍ଷ ଚାରା ଉତ୍ପାଦନ କରି ସେଗୁଡିକୁ ଯଥା ସମୟରେ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବାଲାଗି […]

ଅସହାୟ ବୃଦ୍ଧା ଙ୍କୁ ଵୃଦ୍ଧାଶ୍ରମ ର ଛାଡିଲେ ସମାଜସେବୀ

ଫୁଲବାଣୀ ( ଉଲ୍ଲାପ୍ର ) ଯାହାର କେହି ନାହିଁ ତାହାର ବୁଝିବା ପାଇଁ ଠାକୁର ଅଛନ୍ତି lଏ କଥା ସତ୍ୟ ପ୍ରମାଣିତ ହୋଇଛି ଜଣେ ଅସହାୟ ବୃଦ୍ଧାଙ୍କ ପାଖରେ lବୃଦ୍ଧା ଜଣଙ୍କ ହେଉଛନ୍ତି ଅନ୍ନପୂର୍ଣ୍ଣା ବେହେରା, ବୟସ ୭୮ ବର୍ଷ l ଏତେ ବଡ଼ ଦୁନିଆରେ ତାଙ୍କରକେହି ନାହାଁନ୍ତି lବାପା ମା କେବେଠୁ ଆରପାରିକୁ ଚାଲିଗଲେଣି lସେ ଅବିବାହିତ lବୟସ ଥିଲାବେଳେ ଆ ତା ଘରେ ରହି ଖାଇପିଇ କାମ କରୁଥିଲେ l ତେବେ ବୟସ ବଢିବା […]

ରୋ ଟା ରୀ ପକ୍ଷରୁ ଯୁବସେବା ସଚେତନତା ଶିଵୀର

ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ପୂର୍ବାହ୍ନ ଦଶଟା ସମୟ ରେ ରୋଟାରି କ୍ଲବ ପକ୍ଷରୁ ରୋ ଟା ରୀ ସେବା ଟ୍ରଷ୍ଟ ପରିସର ରେ ଯୁବ ନେତୃତ୍ୱ ଶିବିର ଅନୁଷ୍ଠିତ ହୋଇଥିଲା lଏଥିରେ ମୁଖ୍ୟ ଅତିଥି ଭାବେ ନେହୁରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ସତ୍ୟବାନ ଦଳବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ଅଧିକାରୀ ସମୀର କୁମାର ନାୟକ ଯୋଗ ଦେଈ ଦେଶ ଗଠନ ରେ ଯୁବକ ଯୁବତୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ l […]

ସାମ୍ବାଦିକ ଙ୍କ ପିତୃ ବିୟୋଗ

ଫୁଲବାଣୀ –ଫୁଲବାଣୀ ସହର ର ବରିଷ୍ଟ ସାମ୍ୱାଦିକ ବି. ଭି. ଶଙ୍କର ଙ୍କ ପି ତା ସ୍ଵଗର୍ତ ବି. ଭି. ଏନ୍ ମୂର୍ତ୍ତୀ ଗତକାଲିରବିବାର ରାତି ପ୍ରାୟ ୧୦.୩୦ ରେ ନିଜ ବାସଭବନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି lମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇ ଥିଲା l ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ l ମୃତ୍ୟୁ ଶଯ୍ୟା ନିକଟ ରେ ସ୍ତ୍ରୀ, ୨ ପୁଅ ଓ ବୋହୁ ନାତୁଣୀ ଉପସ୍ଥିତ […]