କାର -ବାଇକ ମୁଁ ହାମୁହି , ୨ ମୃତ ୨ ଗୁରୁତର
Udaya_Labanya | July 30, 2023 | 30 views |0 | Breaking News , District

ଫୁଲ ବାଣୀ
(ସୁନୀଲ ପଟ୍ଟନାୟକ)
ଶନିବାର କନ୍ଧ ମାଳ ଜିଲ୍ଲା ବାଲିଗୁଡ଼ ଥାନା ଅନ୍ତର୍ଗତ ୫ନମ୍ବର ଜାତୀୟ ରାଜପଥ ଜକିକିଆ ଠାରେ ଏକ ମାରୁତି କାର ସହ ଏକ ବାଇକ ମୁହାମୁହି ଧକ୍କା ହେବା ଫଳରେ ଦୁଇ ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ବାଇକ୍ ଚାଳକ ହେଲେ ରାକେଶ ଡିଗଲ ଓ ଅନ୍ୟ ଜଣେ ଉମ ର କୋଟ ଅଞ୍ଚଳର ଉଦୟନାଥ ମହାପାତ୍ର ବୋଲି ଜଣାପଡିଛି ।
ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଏକ ମାମଲା ମଧ୍ୟ ରୁଜୁ କରିଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫକହିଛନ୍ତି ।