ପ୍ରେସକ୍କବ ପକ୍ଷରୁ କ୍ରିକେଟ ଖେଳାଳୀ ସମ୍ବର୍ଦ୍ଧିତ

ଫୁଲ ବାଣୀ-୨/୧୧(ସୁନୀଲପଟନାୟକ)ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ସହୀଦସ୍କୃତିରେ ଗତ ୩୦ ତାରିଖ ଦିନ ଅନୁଷ୍ଠିତ ପୋଲିସ ଏକାଦଶ ମିଡ଼ିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ କ୍ରିକେଟ ମ୍ୟାଚରେ ମିଡ଼ିଆ ଏକାଦଶ ଉତ୍ତମ ଖେଳ ପ୍ରଦର୍ଶନ କରି ୩୨ରନ ରେ ବିଜୟ ଲାଭ କରିଥିଲା। ଫଳରେ ମିଡ଼ିଆ ଏକାଦଶ ଟିମ ଲିଡ଼ କରିଥିବା କ୍ୟାପଟେନ ରଂଜନ ଦାସ ଯାହାଙ୍କ ସୁପରିଚାଳନା, ଖେଳାଳୀଙ୍କୁଉତ୍ତମ ଦିଗଦର୍ଶନ, ଦେବାସହ ନିଜେ ମଧ୍ୟ ଉତ୍ତମ ବୋଲିଙ୍ଗ ପ୍ରଦର୍ଶନ କରି ୱ୍ୱକେଟ ନେଇଥିଲେ। ସେହିପରି ଧୁଆଁ ଧ।ର […]

ଧନତେରସରେ ଗହଣା କିଣି ଫେରୁଥିଲେ ମା-ଝିଅ, ଝାମ୍ପି ନେଲେ ଲୁଟେରା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଧନତେରାସରେ ସୁନା ଗହଣ କିଣିବାରେ ବ୍ୟସ୍ତ ଲୋକେ । ଏହି ସମୟରେ ସକ୍ରିୟ ହୋଇଛନ୍ତି ଲୁଟେରା । ସୁନା ଗହଣା କିଣି ଆସୁଥିବା ସମୟରେ ଜଣେ ମହିଳା ଏବଂ ତାଙ୍କ ଝିଅଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦେଖିବାକୁ ମିଳିଛି । ବାଲିଗୁଡ଼ା ହାଇସ୍କୁଲ କଲୋନୀରେ ସୁଲତା ପାତ୍ର ତାଙ୍କ ଝିଅସହ ମଙ୍ଗଳବାର ଅପରାହ୍ନରେ ବଜାରରୁ ସୁନା ଗହଣା କିଣି ଘରକୁ ଚାଲିଚାଲି […]

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ବୈଠକ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) ଆସନ୍ତା ପୈାର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଗତକାଲି ଠାରୁ ଜିଲ୍ଲା ର ସମସ୍ତ ବୁଥ ଗୁଡିକ ରେ ଆରମ୍ଭ ହୋଇଛି। ଏଥି ସକାଶେ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାର ସର୍ବ ଦଳୀୟ ପ୍ରତିନିଧି ଓ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା […]

ନିଶାସକ୍ତ ଅବସ୍ଥା ରେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ

ବରଗଡ଼ (ଉଲାପ୍ର)ବରଗଡ଼ ଜିଲ୍ଲା ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଲୁଟପାଟ, ଗଣ୍ଡଗୋଳ ନିତି ଦିନିଆ ଘଟଣାରେ ପରିଣତ ହେଲାଣି। ଆଜି ଦିନ ୧୨ ଟାରେ ଜନ ଗହଳି ପୂର୍ଣ୍ଣ ଗାନ୍ଧୀ ଛକ ଠାରେ ଜନୈକ ନିଶାସକ୍ତ ଯୁବକ ଉନ୍ମକ୍ତ କାଣ୍ଡ ଭିଆଉ ଥିବା ବେଳେ ସ୍ଥାନୀୟ ଲୋକେ ଉକ୍ତ ଛକ ଦେଇ ଭୟଭୀତ ହୋଇ ଥିଲେ। ଏସଂକ୍ରାନ୍ତରେ ସ୍ଥାନୀୟ ଲୋକେ ଟାଉନ ପୋଲିସ ଫୋନ୍ କରି ଜଣାଇବା ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଉନ୍ମକ୍ତ […]

କନ୍ଧମାଳ ଜିଲାର ବିଭିନ୍ନ ସମସ୍ୟା ନେଇ ମିଳିତ ନାଗରିକ କମିଟି ବୈଠକରେ ଉଦବେଗ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଉନଥିବା ଦେଖି ମିଳିତ ନାଗରିକ କମିଟି ପକ୍ଷରୁ ହାଟପଦାଠାରେ ଡ. ଅରୁପ ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହକ ଅଶୋକ ପରିଡା ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ ଜିଲାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଆବଶ୍ୟକ ସଂଖ୍ୟାରେ ବିଶେଷଜ୍ଞ ଓ ଜରୁରୀକାଳୀନ ଚିକିତ୍ସା ପାଇଁ […]

ଦରଦାମ ବୃଦ୍ଧି ପ୍ରତିବାଦ ରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦାବିପତ୍ର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଦରଦାମ ବୃଦ୍ଧି ପ୍ରତିବାଦରେ ଆଜିଠାରୁ ୭ ତାରିଖ ଯାଏଁ ଶାସକ ବିଜେଡିର ରାଜ୍ୟବ୍ୟାପୀ ବିକ୍ଷୋଭ ଚାଲିବ । ଆଜି ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତିବାଦ ସଭା ଅବସରରେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ର ଟିକାବାଲି ବ୍ଲକ ରେ ମଧ୍ୟ ବ୍ଲକ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ଭାରତର ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଆଗାମୀ ଦିନ ଗୁଡିକରେ ସ୍ଥାନୀୟ ପେଟ୍ରୋଲ ପମ୍ପ […]

ଢେଙ୍କାନାଳ ବିଜୁ ମହିଳା ଜନତା ଦଳର ଅହେତୁକ ଦର ଦାମ ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ ସଭା

ଢେଙ୍କାନାଳ(ଉଲାପ୍ର) ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ , ଖାଇବା ତେଲ , ଡାଲି ସମେତ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଦାମ ଅହେତୁକ ବୃଦ୍ଧି ଯୋଗୁ ସମସ୍ତ ଜିଲ୍ଲାରେ ପ୍ରତିବାଦ ସଭାମାନ ଅନୁଷ୍ଠିତ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ଅବସରରେ ଢେଙ୍କାନାଳ ବିଧାୟକ ସୁଧର କୁମାର ସାମଲ ଓ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର […]

ବାଲ୍ୟବିବାହ ରୋକିଲା ଚାଇଲଡ ଲାଇନ

ଫୁଲବାଣୀ (ସୁନୀଲ ପଟନାୟକ )ସୋମବାର ୦୧.୧୧.୨୦୨୧ ରିଖ ଦିନ ସିଏମ୍ ପିଓ ତଥା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ ଫିରିଙ୍ଗିଆ ଶ୍ରୀମତୀ ହରପ୍ରିୟା ମେହେର ଙ୍କ ନେତୃତ୍ବରେ ସୁପରଭାଇଜ ଶ୍ରୀମତୀ ବୈଜୟନ୍ତି ମଲ୍ଲିକ ଓ ଚାVଇଲ୍ଡଲାଇନ୍ ଟିମ୍ ସସ୍ମିତା କରଣ ଓ ଚିକୁନ କୁମାର ପ୍ରଧାନ ଙ୍କ ସହଯୋଗରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅନ୍ତର୍ଗତ ରତଙ୍ଗ ଗ୍ରାମରେ ଏକ ୧୫ବର୍ଷୀୟା ନାବାଳିକାର ବିବାହ ବନ୍ଦ କରାଯଇଛି । ସୁଚନା ଅନୁସାରେ ୧୫ବର୍ଷୀୟା ନାବାଳିକାର ଗ୍ରାମ ଫିରିଙ୍ଗିଆ ଥାନା ଅନ୍ତର୍ଗତ […]

ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଉପରେ ବିଜେଡି ର ରଣହୁଙ୍କାର

ବରଗଡ଼(ଉଲାପ୍ର)ପେଟ୍ରୋଲ ,ଡିଜେଲ,ରନ୍ଧନ ଗ୍ୟାସ ତଥା ଖାଉଟି ମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ଅତିବିରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ଛ ଟାରୁ ଅପରାହ୍ନ ଦୁଇ ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ସ୍ଥାନୀୟ ବିଧାୟିକା ତଥା ବିଜୁ ଜନତା ଦଳ ମହିଳା ଶାଖାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ନେତୃତ୍ବରେ ଅନୁଷ୍ଠିତ ବିକ୍ଷୋଭ ସଭାରେ କେନ୍ଦ୍ର ସରକାର ଙ୍କ ମନମୁଖୀ ଦରବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ […]

ଭାଜପା ର ୮ ଘଣ୍ଟିଆ ବରଗଡ଼ ଜିଲ୍ଲା ବନ୍ଦ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ମମିତା ମେହେର ହତ୍ୟା ଘଟଣାର ତଦନ୍ତ ରେ ପୋଲିସ ର ବାଟବଣା ଏବଂ ତୋରା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ତଦନ୍ତରେ ଶିତଳତା ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ବନ୍ଦ କରିଥିଲେ। ଜିଲ୍ଲା ର ୧୨ ଟି ବ୍ଲକ ତଥା ଜିଲ୍ଲା ସଦର ମହକୁମା ସ୍ଥିତ ସମସ୍ତ ସରକାରୀ ବେସରକାରୀ ଅଫିସ୍, ଅନୁଷ୍ଠାନ ବନ୍ଦ୍ ରହିଥିଲା। ୬ନମ୍ବର ଜାତୀୟ ରାଜପଥ କୁ ଅତାବିରା, ବରଗଡ଼, ସୋହେଲା ଠାରେ ଭାରତୀୟ ଜନତା ପାର୍ଟିର […]