ଡକାୟତି ବେଳେ ରିଭଲବର ସହ ଜଣେ ଗିରଫ,ସହଯୋଗୀ ଫେରାର
ଫୁଲବାଣୀ, (ସୁନୀଲ ପଟ୍ଟନାୟକ) ଶନିବାର ରାତିରେ ଫୁଲବାଣୀ ଜଣେ ହୋମଗାର୍ଡ ନିଜ ଗ୍ରାମ ଦୂତିମେଣ୍ଡି ରୁ ଫୁଲବାଣୀ କୁ ମୋଟର ସାଇକେଲ ରେ ଆସୁଥିବା ବେଳେ ଏଫ୍.ସି. ଆଇ ଛକ ନିକଟ ରାସ୍ତାରେ ଦୁଇଜଣ ଯୁବକ ମୋଟର ସାଇକେଲ ଅଟକାଇରିଭଲବର ଦେଖାଇ ଡକାୟତି ଉଦ୍ୟମ କରୁଥିବାବେଳେ ଖବର ପାଇ ଫୁଲବାଣୀ ଟାଉନ୍ ପୋଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚି କାହ୍ନୁ ନାୟକ ନାମକ ଏକ ଯୁବକ କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗିସେଠାରୁ ଚମ୍ପଟ ମାରିଥିଲ […]