ଆଠଗଡ ଚାଷୀ ରାଜ ରାସ୍ତାରେ,ଅଭାବି ବିକ୍ରିର ସମ୍ମୁଖିନ

Udaya_Labanya | August 4, 2020 | 0

ଆଠଗଡ(ଉଲାପ୍ର)ଗୋଟିଏ ପଟେ କରୋନା ସହିତ ସମସ୍ତେ ଜୁଝୁଥିବା ବେଳେ ଅନ୍ୟ ପଟେ ଚାଷୀ ହାତ ବାନ୍ଧି ବସି ସାରିଲାଣି,ଏ ଦୃଶ୍ୟ ହେଉଛି ଆଠଗଡ ମୁଣ୍ଡଳି ରାସ୍ତାର ଛତାବର ଗ୍ରାମ ରାସ୍ତାକଡ ର ଦୃଶ୍ୟ,ଲକଡାଉନ,ସଟଡାଉନ ଜାରି ରହିଥିବା ବେଳେ ପରିବା ବେପାରୀ ଆଉ ଚାଷୀଙ୍କ ନିକଟକୁ ଆସୁନାହାନ୍ତି,ଯାହା ଫଳରେ ଚାଷୀ ମାନେ ରାସ୍ତା ଉପରକୁ ଚାଲି ଆସି ରାସ୍ତା କଡରେ ଭୟଭୀତ ହୋଇ ପନି ପରିବା ବିକ୍ରି କରୁଛନ୍ତି, ଅନ୍ୟପଟେ ଚନ୍ଦକା ହାତୀପଲ […]

କିସମିସ୍ ଲିଭର୍ ଓ କିଡନୀ ପାଇଁ ବହୁତ…

admin | March 3, 2020 | 0

ଡ୍ରାଇ ଫ୍ରୁଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ , ଏହା ଭିଟାମିନ୍ ସହ ବହୁତ ଏପରି ତତ୍ତ୍ୱ ରହିଥାଏ ଯାହା ସ୍ୱାସ୍ଥ୍ୟ ଫଁପାଇଁ ବହୁତ ଜରୁରୀ ହୋଇଥାଏ । ଏହି କିସମିସ୍ ରେ ଲିଭର୍ ଓ କିଡନୀ ପାଇଁ ବହୁତ ଫାଇଦା ଦାୟକ ହୋଇଥାଏ , ଏଥିରେ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରିଯାଇଥାଏ , ଓ ରକ୍ତର ଅଭାବକୁ ଦୁର କରିଦିଏ , ଏହି କଥାକୁ […]

ଜହ୍ନକୁ ଯାଇ ଏସବୁ ଖାଦ୍ୟ ଖାଇବେ ମହାକାଶଚାରୀ,…

admin | January 5, 2020 | 0

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ୨୦୨୧ ମସିହାରେ ନିଜର ପ୍ରଥମ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ‘ଗଗନଯାନ’ ପଠାଇବ | ‘ଗଗନଯାନ’ ହେଉଛି କକ୍ଷପଥରେ ଘୂର୍ଣ୍ଣୟମାନ ମାନବବାହୀ ଭାରତୀୟ ମହାକାଶଯାନ। ଏହା ହେଉଛି ‘ଇଣ୍ଡିଆନ୍‌ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌’ର ଅଂଶବିଶେଷ। ଭାରତର ‘ଗଗନଯାନ’ ଅଭିଯାନ ନିମନ୍ତେ ଚାରି ଜଣ ମହାକାଶଚାରୀଙ୍କୁ ମନୋନୀତ କରାଯାଇଥିବା କଥା ଇସ୍ରୋ କହିଛି | ଚାରି ଜଣ ମହାକାଶଚାରୀ ଚନ୍ଦ୍ରକୁ ଯିବାକୁ ଥିବାବେଳେ ଚଳିତ […]

ଖାଆନ୍ତୁ ଏହି ଫଳ , ରହିବେ ସୁସ୍ଥବାନ

admin | December 16, 2019 | 0

ସାଧାରଣ ଭାବେ ବହୁ ଲୋକେ ମିଠା ଦ୍ରବ୍ୟର ବାରମ୍ବାର ସେବନ କରିଥାଆନ୍ତି। କାର୍ଯ୍ୟ କରିବା ସମୟରେ ବହୁ ବାର ଚା’ କିମ୍ବା କଫିର ସେବନ କରିବା ମଧ୍ୟ ଏକ ପ୍ରକାର ମିଠା ସେବନ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଏଭଳି ଅଭ୍ୟାସ ଥିଲେ ଆପଣ କେତେକ ଫଳ ଖାଇପାରିବେ। ଯାଦ୍ୱାରା ଶରୀରର କୌଣସି କ୍ଷତି ହୋଇନଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ, ପୋଷକ ତତ୍ତ୍ୱ ଆପଣଙ୍କୁ ସୁସ୍ଥ ରଖିବ। ଜାଣନ୍ତୁ […]

ଭଳିକି ଭଳି ଖାଦ୍ୟ ଖାଇଲେ ହଉଛି ପେଟ…

admin | November 25, 2019 | 0

ଆଠଗଡ଼ ଲଲାଟେନ୍ଦୁ ସେନାପତି : କେତେ ସୁରକ୍ଷିତ ଏ ମିଠା ଆଉ ଜଳଖିଆ,ଆଠଗଡ ରୁ ନରସିଂପୁର ଯିବା ରାସ୍ତାରେ ଚମ୍ପେଶ୍ୱର ରାସ୍ତା କଡରେ ଏହି ସବୁ ମିଠା ଦୋକାନୀ ପସରା ମେଲାଇଛନ୍ତି,ରାସ୍ତାରେ ଧୂଳି ଧୂସର,ଧୂଆଁ ସବୁ ଏହି ମିଠା ଓ ଜଳଖିଆରେ ପ୍ରବେଶ କରୁଛି,ଲୋକେ ଖାଉଛନ୍ତି,ବନ୍ଧୁ ବାନ୍ଧବ ଘରକୁ ମଧ୍ୟ ନେଉଛନ୍ତି, ହେଲେ କେହି ବି ଦୋକାନୀ ଜରି ଘୋଡାଉ ନାହାନ୍ତି,ରାସ୍ତାରେ ପ୍ରଶାସନ,ପୋଲିସ ସମସ୍ତେ ଯାଉଛନ୍ତି ହେଲେ କାହାର ନଜର ପଡୁନାହିଁ […]

Archives

Categories