ମାହାଙ୍ଗା ରେ ବୃହତ୍ ପଥପାର୍ଶ୍ବ ବୃକ୍ଷ ରୋପଣ…

Udaya_Labanya | August 19, 2020 | 0

ମାହାଙ୍ଗା(ଉଲାପ୍ର)ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତ ର କୁଶକୁଣ୍ଟା ଠାରେ ଜଳ ଛାୟା ମିସନ୍ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ମିଳିତ ଆନୁକୁଲ୍ୟରେ ଏକ ବୃହତ୍ ପଥପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ କୁମାର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ର ମାନ୍ଯବର ଆଇନ, ପଞ୍ଚାୟତିରାଜ, ନଗର ଉନ୍ନୟନ, ଜଳ ଯୋଗାଣ, ମନ୍ତ୍ରୀ ଶ୍ରୀ […]

ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ…

admin | January 1, 2020 | 0

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଶୀତଲହରୀ ଜାରି ରହିଥିବା ବେଳେ ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ। ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍‌ ଆଧାରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଜାରି ଏକ ଇସ୍ତାହାରରୁ ଏହା ଜାଣିବା ପାଇଁ ମିଳିଛି।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରା […]

ଆଠଗଡ ରେ ଶୀତ ର୍ ପ୍ରକୋପ ଗତ…

admin | December 23, 2018 | 0

ଆଠଗଡ ରେ ଶୀତ ର୍ ପ୍ରକୋପ ଗତ କିଛିଦିନ ହେଲା ବଢି ବଢି ଚାଲିଛି,ରାତି 12ଟା ପରେ ତାପମାତ୍ରା 13 ଡିଗ୍ରୀକୁ ଖସି ଆସିଛି,ବିଶେଷ କରି ଆଠଗଡ ସହରାଞ୍ଚଳ ରେ ବିଭିନ୍ନ ସାହି ବସ୍ତିରେ ଲୋକ ମାନେ ନିଆଁ ପୁଆଉଁଥିବା ଦେଖାଯାଉଛି,ସତେ ଯେମିତି ହାଡଭଙ୍ଗା ଶୀତ ବହୁବର୍ଷ ପରେ ପୁଣି ଫେରିଛି

Archives

Categories