୩ ଦଫାଦାବି ନେଇ ୮ ରେ ତାଳଚେର ବନ୍ଦ ଡାକରା

ତାଳଚେର(ଉଲାପ୍ର)ତାଳଚେର କ୍ରିୟାନୁଷ୍ଠାନ କମିଟି ଓ ଏକତା ମଞ୍ଚ ପକ୍ଷରୁ ଆଗାମୀ ୬ ଓ ୮ ରେ ଥର୍ମାଲ ବନ୍ଦ ପ୍ରସଙ୍ଗ ନେଇ ଆନ୍ଦୋଳନ ଡାକରା ଦିଆଯାଇଛି ତାଳଚେର ଥର୍ମାଲ ବନ୍ଦ ର ପୁନ ଵିଚାର ନକଲେ ଆନ୍ଦୋଳନ କୁ ତୀବ୍ରତର ହେବ ଏବଂ ,୬ରେ ପ୍ରତୀକ ଭାବେ ୪ ଘଣ୍ଟିଆ ଧର୍ମ ଘଟ ୭ରେ ପଥପ୍ରାନ୍ତ ସଭା ମାଧ୍ୟମରେ ସଚେତନତା କରାଯାଇ ୮ ତାରିଖ ଦିନ ତାଳଚେର ବନ୍ଦ ଆନ୍ଦୋଳନ କରାଯିବ ବୋଲି ସାଂସଦ ମହେଶ ସାହୁ … Continue reading ୩ ଦଫାଦାବି ନେଇ ୮ ରେ ତାଳଚେର ବନ୍ଦ ଡାକରା