ଦର ବୃଦ୍ଧି ବିରୁଦ୍ଧରେ ଫୁଲବାଣୀ ରେ କଂଗ୍ରେସ ର ବିକ୍ଷୋଭ

ଫୁଲବାଣୀ (ସୁନୀଲ ପଟନାୟକ )ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ଜିନିଷ ପତ୍ର ର ଦରବୃଦ୍ଧି ଜୋଂଗୁଁ ବିଶେଷ କରି ଗରିବ, ଖଟିଖିଆ, ଓ ମଧ୍ୟ ବିତ ଶ୍ରେଣୀ ର ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରି ଆଜି ଫୁଲବାଣୀ ଠାରେ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଜ଼ିଲ୍ଲା ପାଳଙ୍କକାର୍ଯ୍ୟାଳୟ ସମ୍ମୁଖରେକେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବାସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା lଜିଲା ସଭାପତି ଅନାମ ନାୟକ … Continue reading ଦର ବୃଦ୍ଧି ବିରୁଦ୍ଧରେ ଫୁଲବାଣୀ ରେ କଂଗ୍ରେସ ର ବିକ୍ଷୋଭ