ମେ ୨୦ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌

Udaya_Labanya | April 29, 2022 | 0

ଭୁବନେଶ୍ୱର(ଉଲାପ୍ର)ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମେ ୨୦ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରେମ ଏଟିଏମ ରିଲିଜ ହେବାକୁ ଯାଉଥିବ ଘୋଷଣା କରାଯାଇଛି । ଏହି ସିନେମାରେ ସୁନ୍ଦରଗଡର ପ୍ରଦୀପ ଦତ୍ତ ଧମାଲ କରିବେ । ତାଙ୍କ ସହ ଦିବ୍ୟା ଦିଶା […]

ମେ ୨୦ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌

Udaya_Labanya | April 29, 2022 | 0

ଭୁବନେଶ୍ୱର (ଉଲାପ୍ର)ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମେ ୨୦ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରେମ ଏଟିଏମ ରିଲିଜ ହେବାକୁ ଯାଉଥିବ ଘୋଷଣା କରାଯାଇଛି । ଏହି ସିନେମାରେ ସୁନ୍ଦରଗଡର ପ୍ରଦୀପ ଦତ୍ତ ଧମାଲ କରିବେ । ତାଙ୍କ ସହ ଦିବ୍ୟା […]

ଯୈାତୁକ ଜନିତ ହତ୍ୟା ଅଭିଯୋଗ

Udaya_Labanya | April 29, 2022 | 0

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ନବ ବିବାହିତା ମହିଳା ଙ୍କୁ ଅଧିକ ଯୈାତୁକ ଦାବିରେ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଝିଅ ର ବାପା ବରଗଡ଼ ଟାଉନ ଥାନା ରେ ଗତକାଲି ଅଭିଯୋଗ କରିଛନ୍ତି। ବରଗଡ଼ ଟାଉନ ଓ୍ବାର୍ଡ ନମ୍ବର ୪ ତଲିପଡା ଖର୍ରାପଡାର ଅନ୍ତର୍ଯ୍ୟାମୀ ସାହୁଙ୍କ ଝିଅ ନନ୍ଦିନୀ ସାହୁଙ୍କ ଗତବର୍ଷ ଏପ୍ରିଲ ୩୧ ତାରିଖ ଦିନ ଭଟଲି ବ୍ଲକ ଅନ୍ତର୍ଗତ ଜାମପାଲି ଗ୍ରାମ ର ପାଉଲ ପାତ୍ର ଙ୍କ […]

ଦାବି ପୂରଣ ନ ହେବାରୁ ୩ ପଂଚାୟତର…

Udaya_Labanya | April 29, 2022 | 0

ଫୁଲବାଣୀ(ସୁନୀଲ ପଟନାୟକ )ମିଛ ଗଞ୍ଜେଇ ମାମଲାରେ ମାଡ଼ ମାରିବା ସହ ଜୋର ଜବରଦସ୍ତ ଜେଲ ପଠାଇବା ଓ ସେଥି ମଧ୍ୟରୁ ଜଣଙ୍କର ଜେଲ ମଧ୍ୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ଯୁ କୁ ନେଇ ଆଜି ଶୁକ୍ରବାର ମୃତକ ପରିବାର କୁ 20 ଲକ୍ଷ ଟଙ୍କା କ୍ଷତି ପୂରଣ ସହିତ ଥାନା ଅଧିକାରୀ ଙ୍କ ବଦଳି କୁ ନେଇ ଆଜି ପୁନର୍ବାର ଗୋଛପଡା ଥାନା ଆଗରେ ବିକ୍ଷୋଭ ପଦର୍ଶନ କରିଛନ୍ତିତିନିଟି ପଂଚାୟତର ଶତାଧିକ ଗ୍ରାମବାସି […]

ଦୀର୍ଘ ବର୍ଷ ପରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି…

Udaya_Labanya | April 29, 2022 | 0

ଫୁଲବାଣୀ(ସୁନୀଲ ପଟନାୟକ )ଦୀର୍ଘ ବର୍ଷ ର ବ୍ୟବଧାନ ପରେଫୁଲବାଣୀ ବିଧାୟକ ଅଙ୍ଗଦ କହଁର.ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା ସେଣ୍ଟର ରେ ପରୀକ୍ଷା ଦେଉଛନ୍ତି lସେ ପୂର୍ବରୁ ଫୁଲବାଣୀ ଏଜେଓ ହାଇସ୍କୁଲ ରେ ପାଠ ପଢୁଥିଲେ lତେବେ ପାରିବାରିକ ଓ ଆର୍ଥିକ ସମସ୍ୟା ଜୋଂଗୁଁ ମାଟ୍ରିକ ପରୀକ୍ଷl ଦେଇପାରିନଥିଲେ l ପରେ ରାଜନୀତି ରେ ମିଶି ବିଭିନ୍ନ ପଦ ପଦବୀ ରେ ରହି ବ୍ୟସ୍ତତା ଭିତରେ ଇଚ୍ଛା ଥିଲେ ବି ମାଟ୍ରିକ ପରୀକ୍ଷା ଆଉ […]

ପୋଲିସ ବିଭାଗ ତରଫରୁ ଜନ ସମ୍ପର୍କ ଶିବିର…

Udaya_Labanya | April 28, 2022 | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ବାରଖମା ଫାଣ୍ଡିର ସଲାଗୁଡା ପଞ୍ଚାୟତ ଏକ ମାଓ ଅଧୁଷିତ ଅଞ୍ଚଳ। ପୁଲିସ ଓ ସାଧାରଣ ଜନତା ସହ ସୁସମ୍ପର୍କ ସ୍ଥାପନ ପାଇଁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଛୋଟ ଛୋଟ ସ୍କୁଲ ପଢା ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କ ବୃଦ୍ଧା/ବୃଦ୍ଧଙ୍କ ପାଇଁ ଓ ଗାଁର ଯୁବ ଗୋଷ୍ଠିଙ୍କୁ ସ୍କୁଲ ବ୍ୟାଗ ପେନସିଲ , ରବର୍, ମସୁରି, […]

ଜିଲ୍ଲା କ୍ରୀଡା ସଂସଦର ଆଜୀବନ ସଦସ୍ୟ ପ୍ରଫୁଲ୍ଲ…

Udaya_Labanya | April 28, 2022 | 0

ବରଗଡ (ଉଲାପ୍ର)ବରଗଡ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସଂସଦ ର ଆଜୀବନ ସଦସ୍ୟ ତଥା ରାଜନେତା ସ୍ବର୍ଗତ ପ୍ରଫୁଲ୍ଲ ଆଚାର୍ଯ୍ୟ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଂଜଳି ସଭାରେ ପ୍ରଥମେ ସ୍ବର୍ଗତ ଆଚାର୍ଯ୍ୟ ଓ କ୍ରୀଡା ସଂସଦ ର ଉପ ସଭାପତି ଯୁଗଳ ପ୍ରସାଦ ସିଂ ଙ୍କ ମାତା ସ୍ବର୍ଗତା ଉଷା ପ୍ରସାଦ […]

ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ…

Udaya_Labanya | April 28, 2022 | 0

ବରଗଡ : (ସତ୍ୟ ନାରାୟଣ ପ୍ରଧାନ)ହେ ବରପୁତ୍ର ଓଡ଼ିଶା ମାଟିର ତୁମକୁ କୋଟି ପ୍ରଣାମ……. ଗୀତ ର ମୂର୍ଚ୍ଛନା ରେ ଉଦ୍ଭାସିତ ହୋଇ ଉଠିଥିଲା ଆଜି ଜିଲ୍ଲା ଓକିଲ ସଂଘ ର ପ୍ରେଖ୍ୟାଳୟ। ପବିତ୍ର ଆଇନଜୀବୀ ଦିବସ ତଥା ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ସମାରୋହ ରେ ବରଗଡ ଜିଲ୍ଲା ଓ ଦୌରାଜଜ ଶ୍ରୀ ଅସୀମ ଦଳବେହେରା ମୁଖ୍ୟ ଅତିଥି ଓ ମୁଖ୍ୟ […]

ଜୁପିଟର୍’ର ୨୦ ବର୍ଷ ପୂର୍ତ୍ତୀ ଅବସରରେ ଜମିଲା…

Udaya_Labanya | April 28, 2022 | 0

ଭୁବନେଶ୍ୱର(ଉଲାପ୍ର)ପରୋପକାର ଓ ଜନହିତରେ ନିଜକୁ ଉତ୍ସର୍ଗ କର । ଏଭଳି ଆଦର୍ଶ ସୃଷ୍ଟି କରିବା ସହ ଅନ୍ୟପାଇଁ ଉଦାହରଣ ସୃଷ୍ଟି କର । ଜୁପିଟର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସ୍ ନିଜସ୍ୱ କ୍ୟାମ୍ପସ୍ ଗଙ୍ଗପଡ଼ାରେ ଇତିମଧ୍ୟରେ ଅନୁଷ୍ଠିତ ‘ସମର ସିଣ୍ଡିଙ୍ଗ’ ସେଲିବ୍ରେସନ୍ ଅବସରରେ ଯୋଗଦେଇ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସାଚି ମିଶ୍ର ଛାତ୍ରଛାତ୍ରୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି । “ଜୁପିଟର୍’ ୨୦ ବର୍ଷ ପୂର୍ତ୍ତି ଅବସରରେ ମହାଡ଼ମ୍ବରରେ ଅନୁଷ୍ଠିତ ଉକ୍ତ […]

ରାଧା ମୋହନ” ସିରିଏଲରେ ନଜର ଆସିବେ “ସମ୍ଭାବନା”

Udaya_Labanya | April 28, 2022 | 0

ଭୁବନେଶ୍ୱର(ଉଲାପ୍ର)ଜାତୀୟସ୍ତରରେ ପୁଣି ଥରେ ସୁଯୋଗ ପାଇଛନ୍ତି ଓଲିଉଡ ନାୟିକା ସମ୍ଭାବନା ମହାନ୍ତି । ନିଜ ଦକ୍ଷ ଅଭିନୟ ଓ ପରିଚୟ ସହ ଓଡ଼ିଆ ଭାବରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଜଣେ ଓଡ଼ିଆ ଅଭିନେତ୍ରୀ ଭାବେ ଜାତୀୟ ସ୍ତରର ଏକ ବଡ଼ ଚ୍ୟାନେଲର ମେଗା ହିନ୍ଦୀ ଧାରାବାହିକରେ ଦ୍ଵିତୀୟ ଥର ପାଇଁ ନଜର ଆସିବେ। ଜୀ ଟିଭିରେ ଆସନ୍ତା ମେ’ରୁ ଆରମ୍ଭ ହେବାକୁ ଯାଉଥିବା ପ୍ୟାର କା ପେହେଲା ନାମ୍ […]

Archives

Categories