#Breaking News

ଯକ୍ଷ୍ମା ରୋଗ ସଂପୂର୍ଣ୍ଣ ନିରାକରଣ ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ସଦର ମହକୁମା ସ୍ଥିତ ଜାତୀୟ ସ୍ବାସ୍ଥ୍ୟ ମିଶନ ର ସମ୍ମିଳନୀ କକ୍ଷଠାର ଯକ୍ଷ୍ମା ରୋଗ ସଂପୂର୍ଣ୍ଣ ନିରାକରଣ ନିମିତ୍ତ ମେଡିକାଲ ଅଫିସର ମାନଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ସମିତି ବରଗଡ ଆନୁକୁଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ପିଏମଡିଟି ଗାଇଡ ଲାଇନ ଏବଂ ପିଏମଟିପିଟି ସଂପର୍କରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା।

Leave a comment

Your email address will not be published. Required fields are marked *