#Breaking News

କଇଂଝର -ଗୁଟିଙ୍ଗିଆ ରାସ୍ତା ଦବିଲା, ମରାମତି କେବେ ?

,
ଫୁଲବାଣୀ- ୨/୧୦(ସୁନୀଲପଟନାୟକ)
ସରକାରଗମନାଗମନର ସୁବ୍ୟବସ୍ଥା ପାଇଁ ଗ୍ରାମାଞ୍ଚଳରେ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରୁଛନ୍ତି। ଏଥିପାଇଁ କୋଟିକୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି ସରକାର।
ହେଲେ ନିମ୍ନମାନର କାମସାଙ୍ଗକୁ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ରାସ୍ତାଗୁଡିକ
କମଦିନରେ ଖରାପ ହୋଇଯାଉଥିବା ଦେଖାଯାଉଛି । କେଉଁଠି ରାସ୍ତା ଦବିଲାଣି ତ ଆଉ କେଉଁଠି ପିଚୁ ଉଠି ଖାଲଖମାରେ ଭର୍ତ୍ତୀ । ଅରଯୋଗ କଲେ ବାବୁ ମାନେ ଶୁଣୁ ନ ଥିବା ଅଭିଯୋଗ ହେଉଛି । ଫଳରେ ଏହି ରାସ୍ତାରେ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ମାନ ଘଟୁଛି । ଏଣୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରମୁଖ ଦୃଷ୍ଟିଦେବା ଲାଗି ଦାବୀ ହେଉଛି ।

Leave a comment

Your email address will not be published. Required fields are marked *