#Breaking News

ବରିଷ୍ଠ ରାଜସ୍ବ ବିଭାଗ କିରାଣୀଙ୍କ ବିୟୋଗରେ ଶୋକସଭା


ଫୁଲବାଣୀ (ସୁନୀଲ ପଟନାୟକ )
ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣାବରିଷ୍ଠ କିରାଣୀ ଙ୍କ ୭୪ ବର୍ଷବୟସ ରେ ଭୁବେନେଶ୍ୱର ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି l
ସେ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ଆସ୍କା ତହସିଲଓ ପରେ ଜିଲାରବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିଲେl
ଜଣେ ନିଷ୍ଠା ପର ଓ ଦାଇତ୍ୱବାନ କର୍ମଚାରୀ ଭାବରେ ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇ ବେଶ ପ୍ରିୟ ଭାଜନ ହୋଇଥିଲେ l
ତାଙ୍କ ବିୟୋଗ ରେ ଅଞ୍ଚଳ ବାସୀଗଭୀର ଶୋକ ବ୍ୟକ୍ତ କରିବା ସହ ବରିଷ୍ଠ ରାଜସ୍ବ କିରାଣୀ ସ୍ବର୍ଗତ ଗଙ୍ଗାଧର ମହାରଣାସବୁବେଳେ ମନେ ରହିବେ ବୋଲି ବୁଦ୍ଧିଜୀବି, ସହକର୍ମୀ କହିଥିଲେ l ସେହିପରି ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜଣାଇଥିଲେl
ମୃତ୍ୟୁଶଯ୍ୟା ନିକଟରେ ରେ ପୁଅ ପିଣ୍ଟୁ,ମିଟୁ, କାହ୍ନ, ବୋହୁ ପିଙ୍କି, ଚିକୁନ, ମାମା, ସହିତ ସମସ୍ତ ପରିବାର ବର୍ଗ ଉପସ୍ଥିତ ରହିଥିଲେl

Leave a comment

Your email address will not be published. Required fields are marked *