#Breaking News #Uncategorized

ନରସିଂହପୁର ରେ ଗାଈ ଗୋରୁ ଓ କୁକୁର ମାନଙ୍କୁ ଖାଦ୍ୟ ବଣ୍ଟନ

ନରସିଂହପୁର (ଉଲାପ୍ର)
ନରସିଂହପୁରରେ ଗାଈ ଗୋରୁ ଓ ବୁଲା କୁକୁର ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଅଛି। ନରସିଂହପୁର ବିଡ଼ିଓ ପ୍ରଦୀପ କୁମାର ସାହୁ, ନରସିଂହପୁର ତହସିଲଦାର ଆଲୋକ ରଞ୍ଜନ ଦେହୁରୀ , ନରସିଂହପୁର ଯୁବ ପରିଷଦରସମ୍ପାଦକ ସୁବ୍ରତ କୁମାର ମିଶ୍ର , ଥାନା ଅଧିକାରୀ ଓ ନରସିଂହପୁର ଯୁବ ପରିଷଦର ସଦସ୍ୟ ମାନେ ଏଥିରେ ସାମିଲ୍ ହେବା ସହ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ lockdown ଉଠିଲା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଯୁବ ପରିଷଦର ସମ୍ପାଦକ ସୂଚନା ଦେଇଛନ୍ତି।

Leave a comment

Your email address will not be published. Required fields are marked *