#Breaking News #District

ପ୍ରେସ କ୍ଲବ ରେ ଗଣେଶ ପୂଜା


ଫୁଲବାଣୀ ( ସୁନୀଲ ପଟ୍ଟନାୟକ)
ଆଜି ପବିତ୍ର ଗଣେଶ ପୂଜା l ଫୁଲବାଣୀ ର ପ୍ରେସ କ୍ଲବ ଠାରେ ଆନନ୍ଦ ଉଲ୍ଲାସ ର ସହିତ ଗଣେଶ ପୂଜା ପାଳିତ ହୋଇଥିଲା l କ୍ଲବ ସଭାପତି ସୁନୀଲ ପଟନାୟକ ଓ ସମ୍ପାଦକ ପ୍ରଶାନ୍ତ ବେହେରା ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେl ପୂଜାରେ ସମ୍ବାଦ ଜିଲ୍ଲା ପ୍ରତିନିଧି ଡ. ରଞ୍ଜନ ପ୍ରଧାନ, ରାକେଶ ରାଉତ, ସଞ୍ଜୟ ପାତ୍ର, ସୁନୀଲ ବିଶ୍ଵାଳ, ସତ୍ୟ ନାରାୟଣ ବେହେରା, ଭି ଭି ଶଙ୍କର, ସନ୍ତୋଷ ମିଶ୍ର୍, ମିଡିଆ ଫୋର ମ୍ ସଭାପତି ସନ୍ତୋଷ ଦିଗାଲ, କାହ୍ନୁ ଶତପଥୀ, ଆଦିତ୍ୟ ତ୍ରିପାଠୀ, ତ୍ରିନାଥ ସାହୁ, ସୁଜିତ୍ ବେହେରା, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ନ ପଟନାୟକ, ପ୍ରଶାନ୍ତ ଜେନା, ଶିବ ବିଶ୍ଵାଳ, ବଳଦେବ ବେହେରା,ରଞ୍ଜିତ ବେହେରା, ଓକିଲ ସଂଘ ସଭାପତି ଭଗବାନ୍ ମହାନ୍ତି, ଆଇନଜିବି ବନମାଳୀ ବେହେରା, ଗୌରୀ ଶଙ୍କର ବେହେରା, କାହ୍ନl ପଟନାୟକ, ବିଶ୍ୱରଞ୍ଜନ ସାମନ୍ତରାୟ, ସୂର୍ଯ୍ୟ ନାରାୟଣ ବେହେରା, ରମେଶ ପ୍ରଧାନ, ପ୍ରମୂଖ ଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇ ପୁଷ୍ପାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରସାଦ ସେବନ କରିଥିଲେ l
ସେହିପରି ସହର ର୍ ବିଭିନ୍ନ୍ କ୍ଲବ ସ୍କୁଲ କଲେଜ ଓକିଲ ସଂଘ ପକ୍ଷରୁ ଗଣେଶ ପୂଜା ପାଳିତ ହୋଇଥିଲା l

Leave a comment

Your email address will not be published. Required fields are marked *