#Headlines

ବଡମ୍ବା ବିଧାୟକ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କ ଘରେ ସିବିଆଇ ରେଡ଼

ଭୁବନେଶ୍ୱର(ଉଲାପ୍ର)ବଡମ୍ବାର ବିଧାୟକ ପୂର୍ବତନ ମନ୍ତ୍ରୀ,ବିଜେଡି ଉପସଭାପତି ଟାଣୁଆ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସାତବର୍ଷ ପରେ ପଶିଛି ସିବିଆଇ,ତାହା ପୁଣି କରୋନା ସମୟରେ,ଆଉ ଦେବୀ ପ୍ରସାଦ ମିଶ୍ର ନିଜେ ପଜିଟିଭ ଥିବା ବେଳେ ସେ ଆଇସୋଲୋସନରେ ଥିବାବେଳେ ସିବିଆଇ ଘରେ ପଶି ତନା ଘନା କରିଛି ଦେବୀ ମିଶ୍ରଙ୍କୁ,ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସିସୋର ଘଟଣାରେ ତାଙ୍କୁ କିଛି ପ୍ରଶ୍ନ ପଚାରିଥିବାରଅନୁମାନ କରାଯାଉ ଥିବା ବେଳେ ଦେବୀ ମିଶ୍ର ନିଜେ ସାମ୍ବାଦିକ ମାନଙ୍କ ଆଗରେ କହିଛନ୍ତି ଏହା ୨୦୧୩ ମସିହାର ଘଟଣା,ସେବେ ଠାରୁ ସିବିଆଇ ତାଙ୍କୁ ପଚରାଉଚରା ଜାରି ରଖିଛି, ତେବେ ପ୍ରଶ୍ନ ଉଠୁଛି କ ରୋନା ସମୟରେ ନିଜେ ଦେବୀ ମିଶ୍ର ପଜିଟିଭ ଥିବାବେଳେ ସିବିଆଇ କାହିଁକି ଏହି ଘଟଣାକୁ ପୁନର୍ବାର ଉଖୁ ରେଇଛି ତାହା ଜଣା ପଡ଼ିନାହିଁ,ତେବେ ରାଜନୈତିକ ମହଲରେ ହଲଚଲ ହୋଇଛି।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *