#Breaking News

ପେଟ୍ରୋଲ ଡିଜେଲସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ


ଫୁଲବାଣୀ- (ସୁନୀଲ ପଟ୍ଟନ।ୟ କ)
ଦିନକୁ ଦିନ ପେଟ୍ରୋଲ,ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକଦରବୁର୍ଦ୍ଧି
ରେ ଖାଉଟି ହନୁ ସନ୍ତ ହେଉଛନ୍ତି । ଏହାର ତୀବ୍ର ପ୍ରତିବାଦ କରି ଶନିବାର କଂଗ୍ରେସ ପକ୍ଷରୁ ଫୁଲ ବାଣୀଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦସ୍ତଖତ ସଂଗ୍ରହ ମଧ୍ୟ କରିଥିଲେ । ବର୍ଦ୍ଧିତ ଦରରେ କୌଣସି ସାମଗ୍ରୀନ କିଣିବା ଲାଗି ଲୋକଙ୍କୁବୁଝାଇଥଲେ ।
କେନ୍ଦ୍ରସରକାର ଦର ନ କମାଇଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଯୋରଦାର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ତଥା ଆଇଏନଟିୟୁସିନେତା ଘନ କୁମାର ଶବର,ଯୁବନେତା ବଳଦେବ ବେହେରା, ଗୌର ବେହେରା , ଯୁବକଂଗ୍ରେସ ସଦ୍ଭାପତି ବସନ୍ତ, କୁମାର ପାଢି, ଛାତ୍ରନେତା ଅନୁପମ କହଁର, ଶିବଶଙ୍କର ବେହେରା , ସଂସାରି ଭୋଇ, ପ୍ରମୁଖ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିଜେପି ବିଜେଡି ସରକାରବିରୁଦ୍ଧରେ ନାରା ଦେଇଥିଲେ।

Leave a comment

Your email address will not be published. Required fields are marked *