#Uncategorized

ମହାନଦୀ ରେ ଆସୁଛି ବଡବନ୍ୟା

ଭୁବନେଶ୍ୱର(ଉଲାପ୍ର)ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି ମହାନଦୀରେ ଆସୁଛି ବଡ ବନ୍ୟା । ମହାନଦୀର ଉପରମୁଣ୍ଡରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି,ସେ ଦୃଷ୍ଟିକୋଣରୁ ୩୬ ଘଣ୍ଟାରେ ମୁଣ୍ଡୁଳିରେ ପହଞ୍ଚିବ ବନ୍ୟାଜଳ । ମୁଣ୍ଡୁଳିରେ ସାଢେ ୧୦ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବାର ଥିବା ବେଳେ ଏହା ଠାରୁ ଅଧିକ ବନ୍ୟା ପ୍ରଭାହିତ ହେବାର ସମ୍ବାବନା ରହିଛି,ପାଞ୍ଚ ଗୋଟି ଜିଲା ଅଧିକ ପ୍ରଭାବିତ ହେବା ର ଆଶଙ୍କା ରହିଛି,ଏଗୁଡିକ ହେଲା କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ ନୟାଗଡ । ହୀରାକୁଦର ୩୬ଟି ଗେଟ ଖୋଲାଯାଇ ସାରିଲାଣି,ମୁଣ୍ଡୁଳିରେ ବନ୍ୟାପାଣି ପହଞ୍ଚିଲେ ବନ୍ୟା ସ୍ଥିତି ସୃଷ୍ଟି ସମ୍ଭାବନା ରହିଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *