#Breaking News

ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ


ଆଠଗଡ(ଉଲାପ୍ର)ଆଠଗଡ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି।ଯୁବ ରେଡ଼କ୍ରସ ଉପଦେଷ୍ଟା ଟ୍ଵିଙ୍କଲ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ଅଧକ୍ଷା ବବିତା ସାହୁ ଦୁର୍ନୀତି ହଟେଇବାକୁ ଶପଥ କରାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ଯୋଗଦେଇ କହିଲେ ଦୁର୍ନୀତି ଆମର ବଡ଼ ଶତ୍ରୁ ତାକୁ ସବୁ ସ୍ତରରୁ ହଟାଇ ବାକୁ ପଡିବ।ଅନ୍ୟମାନଙ୍କ ମଧ୍ୟରେ ଯୁବ ରେଡ଼ କ୍ରସ ର ସ୍ବେଛାସେବୀ ସୁନିତା ସାହୁ ଯୋଗଦେଇଥିବା ବେଳେ ଅଧ୍ୟାପିକା ରଶ୍ମିତା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

Leave a comment

Your email address will not be published. Required fields are marked *