#Breaking News

ମୋବାଇଲ ଫାଟିଗଲା ଅଳ୍ପ କେ ବର୍ତ୍ତିଲେ ଛାତ୍ର

ଫୁଲ ବାଣୀ_(ସୁନୀଲପଟନାୟକ)
ଅନ୍ଲାଇନ କ୍ଲାସ ସରିବାପରେ ଫାଟିଗଲା ମୋବାଇଲ। ତେବେ ଅଳ୍ପକେ ବର୍ତ୍ତୀ ଯାଇ ଛନ୍ତି ଫୁଲବାଣୀ ପବ୍ଲିକ ସ୍କୁଲରେ ପାଠ ପଡୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ସାତ୍ୱିକ ପଟନାୟକ । ସା ତ୍ଵିକ ସବୁଦିନ ପରି ଆଜି ମଧ୍ୟ ସକାଳୁ ଅନଲାଇନରେ.ପାଠ ପଢୁଥିଲେ । ତେବେ କ୍ଲାସ ସରିବାପରେ ମୋବାଇଲକୁ ରଖି ଦୁରରେ ବସି ହୋମ ୱ। ର୍କ କରୁଥିଲେ। ତେବେ ମୋବାଇଲଟି ହଠାତ ଫାଟିଯାଇଥିଲା। ଫଳରେ ଶବ୍ଦ ଶୁଣି ଘର ଲୋକେ ଦଉଡି ଆସିଥିଲେ। ତେବେ ସାତ୍ଵିକ କୁ କୌଣସି ଆଘାତ ଲାଗି ନଥିବା ବାପା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ପଟନାୟକ କହିଛନ୍ତି । ତେବେ ସେ ଭୟଭୀତ ହୋଇ ପଡିଥିବା କଥା ଛାତ୍ର ରମା ସୁଜାତା ପଟନୀୟକ କହିଛନ୍ତି । ଠାକୁରଙ୍କ କୃପାରୁ ପୁଅ ସୁରକ୍ଷିତ ଥିବା କହିଛନ୍ତି ।
ତେବେ ସତର୍କ ନ ରହିଲେ ଅନଲାଇନ କ୍ଲାସ ଯେ ପିଲାଙ୍କ ପାଇଁ ବିପଦ ଆଣିପାରେ ଏଥିରୁ ଜଣା ପଡୁଛି ।
ଏବେ କରେ ।ନା ମହାମାରୀ ଯୋଗୁ ସରକାର ସ୍କୁଲ ,କଲେଜ ଆଦି ବନ୍ଦ ରଖିଛନ୍ତି ।ଆଉ ଅନ୍ଲାଇନରେ କ୍ଲାସ କରିବାକୁ ପରାମର୍ଶ ଦେଇଛନ୍ତି । ଫଳରେ ଗତ ବର୍ଷଠାରୁ ଅନ୍ ଲାଇନ କ୍ଲାସ ଚାଲିଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *