#Uncategorized

ଗଞ୍ଜାମ ରେ କ ରୋନା ଯୋଦ୍ଧା ଙ୍କୁ ଅସମ୍ମାନ,ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଗଞ୍ଜାମ,(ଉଲାପ୍ର)ଗଂଜାମ ଜିଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା କମୁଥିବା ବେଳେ କରୋନା ଯୋଦ୍ଧା ମାନଙ୍କ ଉପରେ ସାଧାରଣ ଲୋକେ ଆକ୍ରମଣ କରିବାକୁ ପଛାଉ ନାହାଁନ୍ତି, ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କଙ୍କରଡ଼ା ଅଞ୍ଚଳରେ, ଜଣେ କୋଭିଡ ଯୋଦ୍ଧା ଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିବା ସହିତ ପୋଲିସ ଓ ତହସିଲଦାର ଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ, ଏହି ଘଟଣା ଘଟିବା ପରେ ପ୍ରଶାସନ ଓ ପୋଲିସ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସାତ ଜଣକ ନାମରେ ମାମଲା ରୁଜୁ କରାଯାଇଛି,ଡ଼ିଏସପି ଙ୍କ ନେତୃତ୍ୱରେ ପାଞ୍ଚଟି ଥାନାର ଭାରପ୍ରାପ୍ତ ଅଧିକାରୀ, ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ସହିତ ମାଜିଷ୍ଟ୍ରେଟ ଙ୍କ ନେତୃତ୍ୱରେ କଙ୍କରଡ଼ା ସାହିରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିବା ପରେ ଏବେ ଶାନ୍ତ ରହିଛି ଏହି ଅଞ୍ଚଳ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *