#Breaking News

କନ୍ଧମାଳ ଡ୍ୟାନସ ଗ୍ରୁପ ପୁରସ୍କୃତ


ଫୁଲବାଣୀ (ସୁନୀଲ ପଟନାୟକ )
ରାଷ୍ଟ୍ରୀୟ କଳାମଞ୍ଚ ଦ୍ୱାରା ତିନିଦିନ ଧରି ଭୁବନେଶ୍ୱର କୋୖସ୍ତଭ କଲେଜ ପରିସରରେ ଅନୁଷ୍ଟିତ ହେଇଥିବା ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ରେଅଂଶ ଗ୍ରହଣ କରି ଆକର୍ଷଣୀୟ ନୃତ୍ୟ ପରିବେଷଣ କରି କନ୍ଧମାଳ ଜିଲ୍ଲାର ଗ୍ରୁପ ଡ୍ୟାନସ Special Jury ପୁରସ୍କାର ଲାଭ କରିଛି l ଏହି କାର୍ଯ୍ୟକ୍ରମ ରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ପ୍ରତିଯୋଗୀ ଙ୍କୁ ଏହି ସଫଳତା ନିମନ୍ତେ କନ୍ଧମାଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ସମସ୍ତ କାର୍ଯ୍ୟକର୍ତ୍ତା, ଶୁଭେଛୁ ଅଭିନନ୍ଦନ ଜଣାଇଛନ୍ତିl

Leave a comment

Your email address will not be published. Required fields are marked *