#Uncategorized

ବଡଓଷା ଅବସରରେ ଆଠଗଡ ଝୁଲଣ ମନ୍ଦିର ଠାରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ,ସାକମ୍ବରି ଅଟୋମୋବାଇଲ ତରଫରୁ ଏହି ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା,ଏଥିରେ 22 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ପରେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା

Leave a comment

Your email address will not be published. Required fields are marked *